You are currently viewing ANS NEWS SUPERFAST 2@10

ANS NEWS SUPERFAST 2@10

  • Post category:ଓଡିଶା
  • Reading time:1 mins read

୧. ପଥର ମାଫିଆଙ୍କ ଆକ୍ରମଣରେ ନୀଳଗିରି ଆରଆଇ ଆହାତ ।
୨. ଡାକ୍ତର ସମସ୍ୟା ନେଇ ଆଜି ବଲାଙ୍ଗୀରର ତୁଷୁରା ବନ୍ଦ । ତୁଷୁରା ଏକ୍ସନ କମିଟି ପକ୍ଷରୁ ଏହି ବନ୍ଦ ଡାକରା ଦିଆଯାଇଛି ।
୩. ଆୟବର୍ହିଭୁତ ସମ୍ପତ୍ତିଠୁଳ ଅଭିଯୋଗରେ ମିଲିଟାରୀ ଇଞ୍ଜିନିୟରିଂ ସର୍ଭିସର କାର୍ଯ୍ୟ ନିର୍ବାହୀ ଯନ୍ତ୍ରୀଙ୍କ ନାଁରେ ମାମଲା ।
୪. ୨୪ ଘଣ୍ଟାରେ ବାହାରିଲେ ୬୬୨ ସଂକ୍ରମିତ । କ୍ୱାରେଣ୍ଟାଇନରୁ ୩୮୭ ଓ ଲୋକାଲ କଣ୍ଟାକ୍ଟ କେସ ୨୭୫ ଚିହ୍ନଟ ହୋଇଛନ୍ତି ।
୫. ଖଣ୍ଡଗିରି ପୋଲିସ ୧୦ଟା ଚୋରା ବାଇକ ଜବତ କରିବା ସହ ୩ଜଣ ବାଇକ ଲୁଟେରାଙ୍କୁ ଗିରଫ କରିଛି ।
୬. ଜଗନ୍ନାଥଙ୍କ ଏøତିହ୍ୟ ତୋରଣକୁ ବେଆଇନ ଭାବେ ଖଣ୍ଡ ଖଣ୍ଡ କରି କାଟି ଠିକା ସଂସ୍ଥା ବିକ୍ରି କରୁଥିବା ଅଭିଯୋଗ ହୋଇଛି ।
୭. ନୂଆପଡା ଗାଁରେ ବ୍ୟାପୁଛି ଝାଡାବାନ୍ତି । ୨୦ରୁ ଅଧିକ ଆକ୍ରାନ୍ତ ହୋଇଥବା ବେଳେ ଜଣେ ବୃଦ୍ଧାଙ୍କର ମୃତ୍ୟୁ ହୋଇଛି ।
୮.ଚେନ୍ନାଇରେ ପ୍ରକୃତିଙ୍କ ସହ ଫ୍ୟାମିଲି ଫଟୋ ସେୟାର କଲେ ମା’ କ୍ରିଷ୍ଣା । ଲେଖିଲେ ପ୍ରତିବନ୍ଧକ ପରେ ସମସ୍ତେ ହୋଇଛନ୍ତି ରିଲାକ୍ସ ।
୯. ନରସିଂହପୁର କମ୍ପାଣ୍ଟମେଣ୍ଟ ନୂଆଗଡ ଜଙ୍ଗଲରେ ଦନ୍ତାହାତୀ ମୃତ ଆହାତ । ଗୁଳିମାଡ ହୋଇଥିବା ସୂଚନା ।
୧୦. ମଙ୍ଗଳବାର ୬ ଜିଲ୍ଲାରେ ପ୍ରବଳ ବର୍ଷା । ଆଗକୁ ତିନିଦିନ ପାଗ ଶୁଖିଲା ରହିବ ।

ଅନ୍ୟମାନଙ୍କୁ ଜଣାନ୍ତୁ।