nandankanana

ପର୍ଯ୍ୟଟକଙ୍କ ପାଇଁ ଖୁସି ଖବର: ପୁଣି ଥରେ ନନ୍ଦନକାନନରେ ଚାଲିବ ରୋପ ୱେ 

  • Post category:ଓଡିଶା
  • Reading time:1 mins read

ଭୁବନେଶ୍ୱର(ଏଏନଏସ): ପର୍ଯ୍ୟଟକଙ୍କ ପାଇଁ ଖୁସି ଖବର। ପୁଣି ଥରେ ନନ୍ଦନକାନନରେ ରୋପ ୱେର ମଜା ନେବେ ପର୍ଯ୍ୟଟକ। ଦୀର୍ଘ ବର୍ଷ ହେବ ଏହା ଅଚଳ ହୋଇପଡ଼ିବା ପରେ ପୁଣି ଥରେ ଏହାର ପୁନରୁଦ୍ଧାର କାର୍ଯ୍ୟ କରାଯାଇଛି। ରୋପ ୱେ ଦ୍ବାରା ପର୍ଯ୍ୟଟକମାନେ ନନ୍ଦନକାନନ ପ୍ରାଣୀ ଉଦ୍ଯାନରୁ ଉଦ୍ଭିଦ ଉଦ୍ୟାନକୁ ଯାତ୍ରା କରିପାରିବେ। ରୋପ ୱେ ର ଆଜି ଉଦଘାଟନ କରିବେ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ। ଆଜି ଉଦଘାଟନ ପରେ ଆସନ୍ତାକାଲିଠୁ ପର୍ଯ୍ୟଟକମାନେ ରୋପ ୱେରେ ବସି ବୁଲିପାରିବେ। 

ଅନ୍ୟମାନଙ୍କୁ ଜଣାନ୍ତୁ।