You are currently viewing ମନ୍ଦିର ଦର୍ଶନ ପାଇଁ ଅନଲାଇନ ଟିକେଟ

ମନ୍ଦିର ଦର୍ଶନ ପାଇଁ ଅନଲାଇନ ଟିକେଟ

  • Post category:ଓଡିଶା
  • Reading time:1 mins read

ଭୁବନେଶ୍ୱର(ଏଏନଏସ)୦୮/୦୯, ଏରିକି ରାଜ୍ୟର ପ୍ରସିଦ୍ଧ ମନ୍ଦିର ମାନଙ୍କ ପାଇଁ ଅନଲାଇନରେ ମିଳିବ ଟିକେଟ । ଦର୍ଶନ, ପୂଜା, ପ୍ରସାଦ ସେବନ ପାଇଁ ପୋର୍ଟାଲ ଜରିଆରେ ଟିକେଟ କରିପାରିବେ ଭକ୍ତ । ରହିବ ଇଂରାଜୀ, ଓଡିଆ, ହିନ୍ଧି ଭାଷାର ପ୍ରକଳ୍ପ । ଏଥିପାଇଁ ପ୍ରଥମ ପର୍ଯ୍ୟାୟରେ କେଉଁ କେଉଁ ମନ୍ଦିର ରହିବ ତା’ର ଏକ ତାଲିକା ପ୍ରସ୍ତୁତ କରିବ ଦେବୋତ୍ତର କମିଶନ । ଅନଲାଇନ ଟିକେଟ ବ୍ୟବସ୍ଥା ଶ୍ରଦ୍ଧାଳୁଙ୍କ ପାଇଁ ଅଧିକ ଭଲ ହେବ ବୋଲି ଆଶା କରାଯାଉଛି । ଏଥିପାଇଁ ଏକ ସ୍ୱତନ୍ତ୍ର ପୋର୍ଟାଲ ଆଣିବେ ସରକାର ।

ଅନ୍ୟମାନଙ୍କୁ ଜଣାନ୍ତୁ।