You are currently viewing ମରିବୁ ପଛେ ଛାଡିବୁ ନାହିଁ

ମରିବୁ ପଛେ ଛାଡିବୁ ନାହିଁ

  • Post category:ଓଡିଶା
  • Reading time:1 mins read


କେନ୍ଦ୍ରାପଡା,୧୨/୦୮: ରାଜକନିକା ଠାରେ ପାନୀୟ ଜଳ ପ୍ରକଳ୍ପକୁ ବିରୋଧ କରି ଆନ୍ଦୋଳନକାରୀ ମାନଙ୍କ ପକ୍ଷରୁ ପୁଲିସ ସହ ଧସ୍ତାଧସ୍ତି ହୋଇଛି । ବ୍ୟାରିକେଡ୍ ଭାଙ୍ଗିବା ବେଳେ ପୁଲିସ ଓ ପ୍ରକଳ୍ପ ବିରୋଧୀଙ୍କ ମଧ୍ୟ ରେ ଧସ୍ତାଧସ୍ତି ହୋଇଛି । ପ୍ରକଳ୍ପ ଅଞ୍ଚଳରେ ଶାନ୍ତି ଶୃଙ୍ଖଳା ରକ୍ଷା କରିବା ପାଇଁ ୧୨ ପ୍ଲାଟୁନ ପୁଲିସ ଫୋର୍ସ ମୁତୟନ କରାଯାଇଛି । ଖରସ୍ରେତା ଜଳ ପ୍ରକଳ୍ପକୁ ବିରୋଧ କରୁଥିବା ଜନସାଧରଣ କହିଛନ୍ତି ଯେ ଆମେ ମରିଯିବୁ ପଛେ,ଆମ ଅଞ୍ଚଳରେ ପ୍ରକଳ୍ପ କରାଇଦେବୁ ନାହିଁ ।

ଅନ୍ୟମାନଙ୍କୁ ଜଣାନ୍ତୁ।