You are currently viewing ରାଜ୍ୟରେ ୫୦୦ ଉପରେ ପଜିଟିଭ୍‌ କେସ୍‌

ରାଜ୍ୟରେ ୫୦୦ ଉପରେ ପଜିଟିଭ୍‌ କେସ୍‌

  • Post category:ଓଡିଶା
  • Reading time:1 mins read

ଭୁବନେଶ୍ୱର (26.4.23): ଓଡ଼ିଶାରେ ପୁଣି ବଢିଲା କରୋନା ସଂକ୍ରମଣ । ଦିନକରେ ୫୦୦ ଉପରେ ରହିଛି ପଜିଟିଭ୍‌ କେସ୍‌। ଗତ ୨୪ ଘଣ୍ଟାରେ ଚିହ୍ନଟ ହୋଇଛନ୍ତି ୫୪୨ ଆକ୍ରାନ୍ତ ।ଗତକାଲି ଏହି ସଂଖ୍ୟା ଥିଲା ୨୦୪ । ଏହି ସମୟରେ ମୋଟ୍‌ ୫ହଜାର ୯୩୧ କୋଭିଡ୍‌ ଟେଷ୍ଟ ହୋଇଛି । ଜଣଙ୍କ ଜୀବନ ନେଇଛି ମାରାତ୍ମକ ଭାଇରସ୍‌ । ମୃତ ୭୦ ବର୍ଷୀୟ ବୃଦ୍ଧ ସୁବର୍ଣ୍ଣପୁରର ହୋଇଥିବା ସୂଚନା । ବୃଦ୍ଧ ଜଣକ ଅନ୍ୟ ରୋଗରେ ପୀଡିତ ଥିଲେ । ସୁସ୍ଥ ହୋଇଛନ୍ତି ୯୭ ଆକ୍ରାନ୍ତ । ଏବେ ରାଜ୍ୟରେ ଆକ୍ଟିଭ୍‌ କେସ୍‌ ସଂଖ୍ୟା ୧୫ଶହ ୫କୁ ବୃଦ୍ଧି ହୋଇଛି ।

ଅନ୍ୟମାନଙ୍କୁ ଜଣାନ୍ତୁ।