You are currently viewing ୧୮ କେଜିର ବଜ୍ରକାପ୍ତା ଉଦ୍ଧାର

୧୮ କେଜିର ବଜ୍ରକାପ୍ତା ଉଦ୍ଧାର

ଗଜପତି(ଏଏନଏସ)୨୭/୧୧: ୧୮ କେଜିର ବଜ୍ରକାପ୍ତା ଉଦ୍ଧାର । ଏହା ଗଜପତି ଜିଲ୍ଲା ମୋହନା  ଅଡବା ଥାନା ଗୁରୁଝୁଳି ପଞ୍ଚାୟତ  ଚିଡାଙ୍ଗପଙ୍କା  ଗାଁରୁ  ଏହି ବଜ୍ରକାପ୍ତାକୁ ଉଦ୍ଧାର କରାଯାଇଛି।   ଏହାସହ ୨ ଜଣଙ୍କୁ ଅଟକ ରଖିଛି ବନ ବିଭାଗ । ସୂଚନା ଅନୁଯାୟୀ ଶୁକ୍ରବାର ବିଳମ୍ବିତ ରାତିରେ ବଜ୍ରକକ୍ଷପ୍ତକ୍ଷ ବିକ୍ରି ହେଉଥିବା ଖବର ପାଇଥିଲା ବନ ବିଭାଗ। ଏହାପରେ  ବନବିଭାଗ ଏବଂ ଅଡବା ପୋଲିସର ମିଳିତ ଅପରେସନରେ ବଜ୍ରକାପ୍ତାକୁ  ଉଦ୍ଧାର କରାଯାଇଥିଲ।। । ବଜ୍ରକାପ୍ତାକୁ ଏକ କାଠ କୋରୋଡ଼ରେ ଲୁଚାଇ ରଖାଯାଇଥିଲା । ବର୍ତ୍ତମାନ ଗଜପତି ଏସିଏଫ ମୋହନାରେ ପହଞ୍ଚି ତଦନ୍ତ କରୁଛନ୍ତି ।

ଅନ୍ୟମାନଙ୍କୁ ଜଣାନ୍ତୁ।