You are currently viewing ଭିଜିଲାନ୍ସ ଜାଲରେ ପେକ୍ସ ସମ୍ପାଦକ

ଭିଜିଲାନ୍ସ ଜାଲରେ ପେକ୍ସ ସମ୍ପାଦକ


ବରଗଡ,୨୪/୦୮: ଭିଜିଲାନ୍ସ ଜାଲରେ ପେକ୍ସ ସମ୍ପାଦକ ଗୌର ଚନ୍ଦ୍ର ବୁଦ୍ଧିଆ । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ରେଡ୍ କରାଯାଇଛି । ବାସଭବନ ସମେତ ଅଫିସରେ ଏକ କାଳୀନ ଭିଜିଲାନ୍ସ ବିଭାଗ ପକ୍ଷରୁ ଚଢାଉ ହୋଇଛି । ସମ୍ବଲପୁର ଏସପିଙ୍କ ନିର୍ଦ୍ଦେଶ କ୍ରମେ ବରଗଡ ଭିଜିଲାନ୍ସ ଡିଏସ୍ପି ଦାଶରଥି ସେଠୀଙ୍କ ନେତୃତ୍ୱରେ ଦୁଇଟି ଟିମ୍ ଚଢାଉରେ ସାମିଲ ହୋଇଛନ୍ତି । ତେବେ ଚଢାଉ ପରେ ଜଣାପଡିବ ଜବତ ସମ୍ପତ୍ତିର ଆକଳନ ।

ଅନ୍ୟମାନଙ୍କୁ ଜଣାନ୍ତୁ।