You are currently viewing ଜେଲରୁ ମୁକୁଳିଲେ ପ୍ରଦୀପ ପାଣିଗ୍ରାହୀ

ଜେଲରୁ ମୁକୁଳିଲେ ପ୍ରଦୀପ ପାଣିଗ୍ରାହୀ

ଭୁବନେଶ୍ୱର-୧୨.୦୬.୨୦୨୧, ଝାରପଡ଼ା ଜେଲ୍‌ରୁ ମୁକୁଳିଲେ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ । ଠକେଇ ଏବଂ ଜାଲିଆତି ମାମଲାରେ ଗିରଫ ହୋଇଥିଲେ ପ୍ରଦୀପ ପାଣିଗ୍ରାହୀ । ଡିସେମ୍ବର ୩ ତାରିଖରେ ପ୍ରଦୀପଙ୍କୁ ଗିରଫ କରାଯାଇଥିଲା । ତାଙ୍କ ନାଁରେ ମୋଟ ୬ଟି ମାମାଲା ରୁଜ୍ଜୁ ହୋଇଥିଲା । ପୂର୍ବରୁ ୫ଟି ମାମଲାରେ ତାଙ୍କୁଜାମିନ ମିଳିଥିବାବେଳେ ଗତକାଲି ତାଙ୍କୁ ଷଷ୍ଠ ମାମଲାରେ ହାଇକୋର୍ଟରୁ ଜାମିନ ମିଳିଛି ।

ଅନ୍ୟମାନଙ୍କୁ ଜଣାନ୍ତୁ।