You are currently viewing ବର୍ଷା ଓ ବଜ୍ରପାତ ଆଶଙ୍କା;୧୧ ଜିଲ୍ଲାକୁ ୟେଲ୍ଲୋ ୱାର୍ଣ୍ଣିଙ୍ଗ

ବର୍ଷା ଓ ବଜ୍ରପାତ ଆଶଙ୍କା;୧୧ ଜିଲ୍ଲାକୁ ୟେଲ୍ଲୋ ୱାର୍ଣ୍ଣିଙ୍ଗ

ଭୁବନେଶ୍ୱର, ରାଜ୍ୟରେ ବର୍ଷା ଓ ବଜ୍ରପାତ ଆଶଙ୍କା ରହିଛି । ଏନେଇ ୧୧ ଜିଲ୍ଲାକୁ ୟେଲ୍ଲୋ ୱାର୍ଣ୍ଣିଙ୍ଗ ଜାରି କରିଛି ପାଣିପାଗ ବିଭାଗ । ସେହି ୧୧ ଟି ଜିଲ୍ଲାଗୁଡିକ ହେଲା -କେନ୍ଦୁଝର, ମୟୁରଭଞ୍ଜ, ସୁନ୍ଦରଗଡ, ଅନୁଗୁଳ, ନୂଆପଡା, କନ୍ଧମାଳ, ଗଞ୍ଜାମ, ଗଜପତି, ଝାରସୁଗୁଡା, ଦେବଗଡ, ସମ୍ବଲପୁର । ଏହି ଜିଲ୍ଲାଗୁଡିକୁ ସତର୍କ ରହିବାକୁ ସତର୍କ ସୂଚନା ଦିଆଯାଇଛି ।

ଅନ୍ୟମାନଙ୍କୁ ଜଣାନ୍ତୁ।