rainy season

ବର୍ଷାଦିନେ କପରି ନେବେ ସ୍ୱାସ୍ଥ୍ୟର ଯତ୍ନ


ଏବେ ବର୍ଷା ଋତୁ ଚାଲିଛି । ବର୍ଷାଦିନ ସଂକ୍ରମଣ ଆଶଙ୍କା ଅଧିକ ଥିବାରୁ ସ୍ୱାସ୍ଥ୍ୟର ଉପଯୁକ୍ତ ଯତ୍ନ ନେବା ଆବଶ୍ୟକ । ଏହାଦ୍ୱାରା ସଂକ୍ରମଣ ଜନିତ ରୋଗରୁ ସୁରକ୍ଷିତ ରହିପାରିବେ ।

ଖାଦ୍ୟରେ ମୌସୁମୀ ଫଳ, ପନିପରିବାକୁ ସାମିଲ କରନ୍ତୁ । ଜାମୁକୋଳି, ଡାଳିମ୍ବ, ସେଓ ଖାଇବା ଦରକାର । ରାସ୍ତାଘାଟରେ ମିଳୁଥିବା ଖାଦ୍ୟପେୟଠାରୁ ଦୂରେଇ ରହିବା ଦରକାର । ଏଥିପାଇଁ ସଂକ୍ରମଣର ଆଶଙ୍ରା ବଢିଥାଏ ଏବଂ ହଜମ ଜନିତ ସମସ୍ୟା ଦେଖାଦିଏ । ବର୍ଷାଦିନେ ସାଲାଡ୍ ଖାଆନ୍ତୁ ନାହିଁ । ଖାଇବା ପୂର୍ବରୁ ହାତରୁ ଭଲରେ ଧୁଅନ୍ତୁ । ଥଣ୍ଡା ପାଣି ନ ପିଇ ସିଝା ପାଣି ପିଅନ୍ତୁ ।

ଅନ୍ୟମାନଙ୍କୁ ଜଣାନ୍ତୁ।