You are currently viewing କଟକରେ ଜିଏସଟି ଚଢାଉ

କଟକରେ ଜିଏସଟି ଚଢାଉ

  • Post category:ଓଡିଶା
  • Reading time:1 mins read

କଟକ(୭.୨.୨୩) : କଟକରେ ଜିଏସଟି ଚଢ଼ଉ। ଚାଉଳିଆଗଞ୍ଜ ଓ ଏମ୍ ପି ସାଇ ନଗରରେ ଚଢ଼ଉ। କଟକ ଲିଙ୍ଗରୋଡ୍ ସ୍ଥିତ ପଞ୍ଚମୁଖୀ ସାନିଟାରି ଦୋକାନରେ ଜିଏସ୍‌ଟି ପକ୍ଷରୁ ରେଡ୍‌ ଚାଲିଛି । ଦୋକାନ ସମେତ ଅନ୍ୟ ସ୍ଥାନରେ ମଧ୍ୟ ରେଡ୍ କରୁଛି ଜିଏସ୍‌ଟି ।ଏକାଧିକ ଅନିୟମିତତାକୁ ନେଇ ଅଭିଯୋଗ ହୋଇଛି। ଯାଞ୍ଚରେ ୨୦ ଜଣିଆ ଟିମ ସାମିଲ ହୋଇଛନ୍ତି। ଘର ଏବଂ ଗୋଦାମରେ ଚାଲିଛି ରେଡ଼। ଦୀର୍ଘ ଦିନ ଧରି ଟିକସ ଫାଙ୍କିଥିଲା ଏହି ଦୋକାନ । ଯାହାକୁ ନେଇ ଆକ୍ସନକୁ ଆସିଛି ଜିଏସ୍‌ଟି ।

ଅନ୍ୟମାନଙ୍କୁ ଜଣାନ୍ତୁ।