You are currently viewing ବାଲୁକା କଳା ମାଧ୍ୟମରେ ରସଗୋଲା ଦିବସର ଶୁଭେଚ୍ଛା

ବାଲୁକା କଳା ମାଧ୍ୟମରେ ରସଗୋଲା ଦିବସର ଶୁଭେଚ୍ଛା

  • Post category:ଓଡିଶା
  • Reading time:1 mins read


ପୁରୀ(ଏଏନଏସ)୧୨/୦୭, ଆଜି ଠାକୁରଙ୍କର ନିଳାଦ୍ରୀ ବିଜେ । ମା’ ଲକ୍ଷ୍ମୀଙ୍କୁ ରସଗୋଲା ଖୁଆଇ ମାନଭଞ୍ଜନ କରିବେ ମହାପ୍ରଭୁ । ଏଥିପାଇଁ ଗତ କିଛି ବର୍ଷ ହେଲା ପାଳନ କରାଯାଉଛି ରସଗୋଲା ଦିବସ । ଏଥିପାଇଁ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ପୁରୀ ବେଳାଭୂମିରେ ବାଲୁକା କଳା ନିର୍ମାଣ କରି ରସଗୋଲା ଦିବସର ଶୁଭେଚ୍ଛା ଜଣାଇଛନ୍ତି । ଏହି ବାଲୁକା କଳାରେ ସେ ମହାପ୍ରଭୁଙ୍କର ପହଣ୍ଟି ସମୟର ଏକ ପ୍ରତିକୃତିକୁ ସ୍ଥାନିତ କରିଛନ୍ତି ।

ଅନ୍ୟମାନଙ୍କୁ ଜଣାନ୍ତୁ।