You are currently viewing କରୋନା ସଂକ୍ରମଣ ଆଶଙ୍କା ; ସହରବାସୀଙ୍କୁ ସଚେତନ କରାଇବ ସିଏମସି

କରୋନା ସଂକ୍ରମଣ ଆଶଙ୍କା ; ସହରବାସୀଙ୍କୁ ସଚେତନ କରାଇବ ସିଏମସି

  • Post category:ଓଡିଶା
  • Reading time:1 mins read

କଟକ- କରୋନା ସଂକ୍ରମଣ କମିବା ପରେ ଏବେ କରୋନାର ନୂଆ ଷ୍ଟ୍ରେନ ସମସ୍ତଙ୍କ ମୁଣ୍ଡ ବିନ୍ଧାର କାରଣ ହୋଇଛି । ଏନେଇ ସମସ୍ତ ଜିଲ୍ଲା ପ୍ରଶାସନକୁ ସତର୍କ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି । ତେବେ ଏନେଇ କଟକରେ ମଧ୍ୟ ଯାଞ୍ଚ କଡାକଡିଭାବେ ଆରମ୍ଭ ହୋଇଛି । ପୁଣିଥରେ ମାସ୍କ ଓ ସାମାଜିକ ଦୂରତା ଯାଞ୍ଚ ଆରମ୍ଭ ହୋଇଛି । ଏନେଇ ସହରବାସୀଙ୍କୁ ସଚେତନ କରାଇବ ସିଏମସି । ନିୟମ ଉଲ୍ଲଂଘନକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ । ଏନେଇ ସୂଚନା ଦେଇଛନ୍ତି ଉପକମିସନର ଅବିନାଶ ରାଉତ ।

ଅନ୍ୟମାନଙ୍କୁ ଜଣାନ୍ତୁ।