You are currently viewing ୬୫ ଲକ୍ଷ ଟଙ୍କାର ବ୍ରାଉନ ସୁଗାର ଜବତ

୬୫ ଲକ୍ଷ ଟଙ୍କାର ବ୍ରାଉନ ସୁଗାର ଜବତ

ଖୋର୍ଦ୍ଧା, ରାଜ୍ୟରେ ବଢ଼ିବାକୁ ଲାଗିଛି ବ୍ରାଉନସୁଗାର କାରବାର । ଖୋର୍ଦ୍ଧା ଟାଉନ ଥାନା ନିକଟ ପେଟ୍ରୋଲ ପମ୍ପ ନିକଟରୁ ୬୫୪ ଗ୍ରାମ୍ ବ୍ରାଉନସୁଗାର ଜବତ ହୋଇଛି । ବ୍ରାଉନସୁଗାର ଜବତ କରିଛି ଟାଉନ ଥାନା ପୋଲିସ । ବ୍ରାଉନସୁଗାରର ଆନୁମାନିକ ମୂଲ୍ୟ ୬୫ ଲକ୍ଷ ବୋଲି ଜଣାପଡିଛି । ଏହା ସହ କାର୍, ୬ଟି ମୋବାଇଲ, ୯୫ ହଜାର ଟଙ୍କା ଜବତ ହୋଇଛି ଏବଂ ୩ ଜଣଙ୍କୁ ଗିରଫ କରିଛି ପୋଲିସ ।

ଅନ୍ୟମାନଙ୍କୁ ଜଣାନ୍ତୁ।