You are currently viewing ଆସନ୍ତାକାଲି ହେବ ଋକ୍ମଣୀ ବିବାହ ଉତ୍ସବ

ଆସନ୍ତାକାଲି ହେବ ଋକ୍ମଣୀ ବିବାହ ଉତ୍ସବ

  • Post category:ଓଡିଶା
  • Reading time:1 mins read

ପୁରୀ(ଏଏନଏସ)୧୦/୦୬, ଶ୍ରୀମନ୍ଦିରରେ ଆଜି ମହାପ୍ରଭୁଙ୍କ ରାଜାନ୍ଦ୍ରିଭିଷେକ ନୀତି ଅନୁଷ୍ଠିତ ହେବ । ମନ୍ଦିରରେ ସ୍ୟାଂଧୂପ ନୀତି ଶେଷ ହେବା ପରେ ଆଜ୍ଞାମାଳ ପାଇ ମଦନମୋହନ ଖଟ ଉପରକୁ ବିଜେ କରିବେ । ଶ୍ରୀମନ୍ଦିରର ଜୟବିଜୟ ଦ୍ୱାର ବନ୍ଦ କରାଯାଇ ଜଗମୋହନ ଭିତରକୁ ଅନ୍ଧାରକାଯାଇ ପ୍ରଭୁଙ୍କ ଆଲଟ ନୀତି ସରିବା ପରେ ଡଗର ଆସି ମଦନମୋହନଙ୍କ ନିକଟରେ ରୁକ୍ମୁଣୀ ବିବାହ ପ୍ରସ୍ତାବ ଜଣାଇବେ । ଅନ୍ୟପଟେ ଆସନ୍ତାକାଲି ଏକାଦଶୀ ତିଥିରେ ମହାପ୍ରଭୁଙ୍କ ଋକ୍ମିଣୀ ବିବାହ ଉତ୍ସବ ବିଧି ଅନୁସାରେ ପାଳନ କରାଯିବ ।

ଅନ୍ୟମାନଙ୍କୁ ଜଣାନ୍ତୁ।