You are currently viewing ଆଜି ୧୨ ଘଣ୍ଟିଆ ସମ୍ବଲପୁର ବନ୍ଦ
Locked shutters of Shimla shops on budy Mall Road on Saturday during bandh to protest against "cow Slaughter" case at Nerwa in Chopal area of Shimla district. Photo by : Amit Kanwar

ଆଜି ୧୨ ଘଣ୍ଟିଆ ସମ୍ବଲପୁର ବନ୍ଦ

ସମ୍ବଲପୁର(ଏଏନଏସ) ୨୬.୧୦.୨୦୨୧, କଳାହାଣ୍ଡି ମହାଲିଙ୍ଗ ସନସାଇନ୍ ପବ୍ଲିକ୍ ସ୍କୁଲ ଶିକ୍ଷୟତ୍ରୀ ମମିତା ମେହେର ହତ୍ୟା ଘଟଣାରେ ଆଜି ୧୨ ଘଣ୍ଟିଆ ସମ୍ବଲପୁର ବନ୍ଦ ରହିଛି ।  ବିଜେପି ପକ୍ଷରୁ ଏହି  ବନ୍ଦ ଡାକରା  ଦିଆଯାଇଛି । ସକାଳ ୬ଟାରୁ ସଂଧ୍ୟ ୬ଟା ଯାଏ  ବନ୍ଦ ପାଳନ ହେବ  । ବିଜେପି ପକ୍ଷରୁ ଗୃହରାଷ୍ଟ୍ର ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ବହିଷ୍କାର ଦାବିରେ ଏହି ବନ୍ଦ ପାଳନ କରାଯାଉଛି । ମମିତାଙ୍କ ପରିବାରକୁ ୫୦ଲକ୍ଷ ଟଙ୍କା ଆର୍ଥିକ କ୍ଷତିପୂରଣ  ଦାବି କରାଯାଉଛି । ସହରର ବିଭିନ୍ନ ଛକ, ବଜାରରେ ବିଜେପି ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି ।

ସେହିପରି ମମିତା ମେହେର ହତ୍ୟାର ନିରପେକ୍ଷ ତଦନ୍ତ ଏବଂ ମନ୍ତ୍ରୀଙ୍କ ଇସ୍ତଫା ଦାବିରେ ମଙ୍ଗଳବାର ଡିଜିପି ଅଫିସ ଘେରାଉ କରିବ ଯୁବ କଂଗ୍ରେସ ।

ଅନ୍ୟମାନଙ୍କୁ ଜଣାନ୍ତୁ।