You are currently viewing କଟକଣା ଉଲଘଂନ, ସିଲ କଲା ପ୍ରଶାସନ

କଟକଣା ଉଲଘଂନ, ସିଲ କଲା ପ୍ରଶାସନ

ପୁରୀ-୧୫.୦୭.୨୦୨୧, ରଥଯାତ୍ରା ସମୟରେ ଏସ୍ ଓ ପି କଟକଣା ଉଲଘଂନ ଅଭିଯୋଗରେ ପୁରୀ ବଡଦାଣ୍ଡ ରେ ଥିବା ଅକ୍ଷୟ ପାତ୍ର ଫାଉଣ୍ଡେସନ କୁ ସିଲ କଲା ଜିଲ୍ଲା ପ୍ରଶାସନ l ବାହାର ଛାତ ଉପରେ ରହି ରଥ ଦେଖିବା ଅଭିଯୋଗ ରେ ସିଲ୍ ହେଲା ଅକ୍ଷୟ ପାତ୍ର ଫାଉଣ୍ଡେସନ lଏନେଇ ପୁରୀ ଉପଜିଲ୍ଲାପାଳ ଭବତାରଣ ସାହୁଙ୍କ ସୂଚନା ।


ସୂଚନାଯୋଗ୍ୟ ଯେ, ବଡଦାଣ୍ଡର ଉଭୟ ପାର୍ଶ୍ବରେ ଥିବା ଘର, ହୋଟେଲ, ଲଜ, ଛାତ ଉପରୁ ରଥଯାତ୍ରା ଦେଖିବା ନେଇ ରୋକ୍ ଲଗାଯାଇଥିଲା । ରୋକ ପରେ ବି କିଛି ଲୋକ ଏହି ନିୟମର ଉଲଘଂନ କରିଥିଲେ ଏନେଇ ଅକ୍ଷୟ ପାତ୍ର ଫାଉଣ୍ଡେସନକୁ ସିଲ କରାଯାଇଛି ।

ଅନ୍ୟମାନଙ୍କୁ ଜଣାନ୍ତୁ।