You are currently viewing ଆଜି ଲିଙ୍ଗରାଜ ମନ୍ଦିରରେ ହେବ ସୁରକ୍ଷା ଯାଞ୍ଚ

ଆଜି ଲିଙ୍ଗରାଜ ମନ୍ଦିରରେ ହେବ ସୁରକ୍ଷା ଯାଞ୍ଚ

ଭୁବନେଶ୍ୱର, ଆଜିଠାରୁ ଓଡିଶାର ବିଭିନ୍ନ ସ୍ଥାନରେ ସୁରକ୍ଷା ଯାଞ୍ଚ କରିବ ଏନଏସଜି ଟିମ । ଏନେଇ ଆଜି ଲିଙ୍ଗରାଜ ମନ୍ଦିରରେ ପହଞ୍ଚିଛି ଟିମ ।

ଲିଙ୍ଗରାଜ ମନ୍ଦିର ଚାରିପଟେ ବୁଲ ଏନଏସଜି ଟିମ ସମୀକ୍ଷା କରୁଛି । ଆଜି ଲିଙ୍ଗରାଜ ମନ୍ଦିର ଏବଂ ଆସନ୍ତାକାଲି କୋଣାର୍କ ମନ୍ଦିରରେ ସୁରକ୍ଷା ଯାଞ୍ଚ କରିବ ଏହି ଟିମ । ସେହିପରି ମାର୍ଚ୍ଚ ୧୮ରେ ପୁରୀ ମନ୍ଦିରର ସୁରକ୍ଷା ଯାଞ୍ଚ କରିବା କାର୍ଯ୍ୟକ୍ରମ ରହିଛି ।

ଅନ୍ୟମାନଙ୍କୁ ଜଣାନ୍ତୁ।