You are currently viewing ନକଲି ନୋଟ୍ ଜବତ

ନକଲି ନୋଟ୍ ଜବତ

  • Post category:ଓଡିଶା
  • Reading time:1 mins read

ଭୁବନେଶ୍ୱର (11.9.22): ରାଉରକେଲା ସେକ୍ଟର ୧୫ ଥାନା ଅଞ୍ଚଳରୁ ନକଲି ନୋଟ୍ ଜବତ କରାଯାଇଛି। ୧୬ ଲକ୍ଷ ୧୧ ହଜାର ଟଙ୍କାର ନକଲି ନୋଟ୍ ଜବତ କରିଛି ଏସ୍‌ଟିଏଫ୍‌। ଏହା ସହିତ ଏହି ମାମଲାରେ ଜଣଙ୍କୁ ଗିରଫ କରାଯାଇଛି। ତାଙ୍କ ନାଁ ସେକ୍ ଅହମଦ।

ରାଉରକେଲା ପୁଲିସ୍ ସହାୟତାରେ ଏସ୍‌ଟିଏଫ୍ ସେକ୍ଟର ୧୫ ଥାନା ଅଧୀନ ସେକ୍ଟର ୧୭ ସ୍ଥିତ ଏକ ଘରେ ଚଢ଼ାଉ କରିଥିଲା। ସେଠାରୁ ସେକ୍ ଅହମଦକୁ ଧରିବା ସହିତ ଏସ୍‌ଟିଏଫ ନକଲି ନୋଟ୍ ଜବତ କରିଥିଲା।

ଅନ୍ୟମାନଙ୍କୁ ଜଣାନ୍ତୁ।