You are currently viewing ସିଲ୍ ହେଲା ପ୍ରାର୍ଥୀଙ୍କ ଭାଗ୍ୟ

ସିଲ୍ ହେଲା ପ୍ରାର୍ଥୀଙ୍କ ଭାଗ୍ୟ

  • Post category:ଓଡିଶା
  • Reading time:1 mins read

ଭଦ୍ରକ(ଏଏନଏସ)୦୪/୧୧,ଶାନ୍ତି ଶୃଙ୍ଖଳାର ସହ ସମାପ୍ତ ହୋଇଛି ଧାମନଗର ଉପନିର୍ବାଚନ ପାଇଁ ମତଦାନ । ପ୍ରବଳ ଉସାôହର ସହ ନିଜ ପସନ୍ଦର ନେତାଙ୍କୁ ଭୋଟ ଦେଇଛନ୍ତି ପ୍ରାର୍ଥୀ । ଇଭିଏମ୍ ବାକ୍ସରେ ସିଲ ହୋଇଛି ପ୍ରାର୍ଥୀଙ୍କ ଭବିଷ୍ୟତ । ୨ଲକ୍ଷ ୩୮ ହଜାର ୪୧୭ ଭୋଟର ସେମାନଙ୍କ ମତାଧିକାର ସାବ୍ୟସ୍ତ କରିଛନ୍ତି । ଆସନ୍ତା ୬ ତାରିଖରେ ଭୋଟ ଗଣତି ହେବ । ବିଜେଡି ପ୍ରାର୍ଥୀନୀ ଅବନ୍ତୀ ଦାସ କାଁପଡାର ୭୮ନଂ ବୁଥରେ ମତ ସାବ୍ୟସ୍ତ କରିଥିଲେ । କଂଗ୍ରେସ ପ୍ରାର୍ଥୀ ହରେକୃଷ୍ଣ ସେଠୀ ୧୨୧୫ ନଂ ବୁଥରେ ନିଜ ପରିବାର ଲୋକଙ୍କ ସହ ଯାଇ ଭୋଟ ଦେଇଥିଲେ । ସ୍ୱାଧୀନ ପ୍ରାର୍ଥୀ ରାଜେନ୍ଦ୍ର ପ୍ରସାଦ ମଧ୍ୟ ମତଦାନ କରିଛନ୍ତି ।

ଅନ୍ୟମାନଙ୍କୁ ଜଣାନ୍ତୁ।