You are currently viewing NEWS SUPERFAST 2@10

NEWS SUPERFAST 2@10

  • Post category:ଓଡିଶା
  • Reading time:1 mins read

୧.ରାଜ୍ୟରେ ଜାରି ରହିବ କାଳବୈଶାଖି ବର୍ଷା । ଦିନବେଳା ଟାଣଖରା ସହ ଅପରାହ୍ନେରେ ବର୍ଷା ହେବାର ସମ୍ବାବନା ।
୨. ତେଜପୁର ସ୍ଥିତ ବାୟୁସେନାର ଯୁଦ୍ଧ ବିମାନ ସୁଖୋଇ-୩୦ଏମ୍‌କେଆଇ ବିମାନରେ ବସି ଉଡାଣ କରିଚନ୍ତି ମହାମାିମ ରାଷ୍ଟ୍ରପତି ଦ୍ରୋପଦୀ ମୁର୍ମୁ ।
୩.ବଲାଙ୍ଗିର ଜାଲ ସାର୍ଟିଫିକେଟ ମାମଲାରେ କୋର୍ଟରେ ହାଜର ହେବେ ୪ ଅଭିଯୁକ୍ତ ।
୪. ବଲାଙ୍ଗୀର ଜିଲ୍ଲା ବଙ୍ଗୋମୁଣ୍ଡା ସାହୁପଡା ଗାଁରେ ଏସିଡ୍ ମାଡରେ ୪ଜଣ ଗୁରୁତର ହୋଇଛନ୍ତି ।
୫. କଟକ ଆଠଗଡ ବ୍ଲକ ସତ୍ୟବାଦୀ ୟୁପି ସ୍କୁଲରେ ସ୍କୁଲଗେଟ ପଡି ଜଣେ ଶିଶୁର ମୃତ୍ୟୁ ହୋଇଛି ।
୬. ଚାରିନଙ୍ଗଳ ନିକଟରେ ଟ୍ରକକୁ ଏକ ଭ୍ୟାନ ଧକ୍କା ଦେବା ଫଳରେ ଦୁର୍ଘଟଣା ଘଟି ୩ ଜଣଙ୍କର ମୃତ୍ୟୁ ହୋଇଛି ।
୭. ରଥଯାତ୍ରା ପାଇଁ ବୌଦ୍ଧ ବନବିଭାଗରୁ ପହଞ୍ଚିଲା ରଥକାଠ ।
୮. ଖୋର୍ଦ୍ଧା ଜିଲ୍ଲା ବାଣପୁର ମେଡିକାଲରେ ଜଣେ ରୋଗୀଙ୍କୁ ଇଞ୍ଜେକ୍ସନ ଦେବା ପରେ ମୃତ୍ୟୁ ହୋଇଛି । ଫଳରେ ଡାକ୍ତରଖାନାରେ ଉତ୍ତେଜନା ଦେଖାଦେଇଛି ।
୯. ବଢୁଛି କରୋନା ସଂକ୍ରମଣ । ଭାରତରୁ କରୋନା ଭୂତାଣୁର ନୂଆ ଉପପ୍ରଜାତି ଚିହ୍ନଟ ।
୧୦. ବିଜୁବାବୁ ଓ ନେହେରୁଙ୍କ ପ୍ରତିମୂର୍ତ୍ତିକୁ ଭାଙ୍ଗି ଅଳିଆଗଦାକୁ ବିଜେପି ନେତା ଫିଙ୍ଗିଥିବା ଅଭିଯୋଗ ହୋଇଛି ।

ଅନ୍ୟମାନଙ୍କୁ ଜଣାନ୍ତୁ।