You are currently viewing

  • Post category:ଓଡିଶା
  • Reading time:1 mins read

୧. ଆଜିହେଉଛି ମହା ବିଷୁବ ସଂକ୍ରାନ୍ତି ଏବଂ ଓଡିଆ ନବ ବର୍ଷ ।
୨. ମହା ବିଷୁବ ସଂକ୍ରାନ୍ତି ଉପଲକ୍ଷେ ଶ୍ରୀ ମନ୍ଦିରରେ ପାଳିତ ହେଉଛି ସ୍ୱତନ୍ତ୍ର ନୀତୀକାନ୍ତି ।
୩. ସମ୍ବଲପୁର ରେଳ ଧାରଣା କଡରୁ ଯୁବକ ଯୁବତୀଙ୍କ ଖଣ୍ଡ ବିଖଣ୍ଡିତ ମୃତଦେହ ଉଦ୍ଧାର ।
୪. ମେରୁ ଉତ୍ସବ ପାଳ ବେଳେ ଉତ୍ତେଜନା, ଆଇଆଇସି ଆହାତ ।
୫. ନିଆଁରେ ଜଳୁଛି ସାରା ଓଡିଶା ।
୬. ମା’ ତାରିଣୀଙ୍କ ସୁନାବେଶ ଦର୍ଶନ କରୁଛନ୍ତି ଲକ୍ଷାଧିକ ଭକ୍ତ ।
୭. ମା’ କାଟିଲା ୩ବର୍ଷ ପୁଅର ଗଳା ।
୮.ବୃଦ୍ଧଙ୍କ ମୁଣ୍ଡରେ ଶାବଳ ଭୂସିଲା ବୋହୂ ।
୯. ଜମିବାଡି ବିବାଦରୁ ହତ୍ୟା ଉଦ୍ୟମ, ଘର ବାହାରେ ତାଲା ପକାଇ ନିଆଁ ଲଗାଇଲେ ଦୁବୁର୍ତ୍ତ ।
୧୦. ଓଡିଶା ବାସୀଙ୍କୁ ଓଡିଆ ନବ ବର୍ଷ ଏବଂ ମହାବିଷୁବ ସଂକ୍ରାନ୍ତି ଉପଲକ୍ଷେ ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ ।

ଅନ୍ୟମାନଙ୍କୁ ଜଣାନ୍ତୁ।