You are currently viewing ପୁରୀରେ ଗର୍ଜିଲା ସୂର୍ଯ୍ୟକିରଣ

ପୁରୀରେ ଗର୍ଜିଲା ସୂର୍ଯ୍ୟକିରଣ

  • Post category:ଓଡିଶା
  • Reading time:1 mins read

ପୁରୀ(ଏଏନଏସ)୧୭/୦୯, ପୁରୀ ଆକାଶରେ ଗର୍ଜିଲା ସୂର୍ଯ୍ୟକିରଣ । ଆସନ୍ତାକାଲି ପାଗ ଖରାପ ôତବାରୁ ଆଜି ଶୋ ରେ ଯୋଗ ଦେବାକୁ ପରାମର୍ଶ ଦେଇଥିଲା ଜିଲ୍ଲା ପ୍ରଶାସନ । ରାଜଭବନ ପାଶ୍ୱର୍ରେ ବ୍ଲୁ ଫ୍ଲାଗ ବିଚରେ ହେଉଛି ଚିତ୍ତାକର୍ଷକ ଏୟାର ଶୋ । ପ୍ରତମଥର ପାଇଁ ପୁରୀରେ ସୂର୍ଯ୍ୟକିରଣ ଦେଖାଇଛି ନିଜର ପାରଦର୍ଶିତା । ପୂର୍ବରୁ ଗ୍ରାଉଣ୍ଡ ଚେକିଂ ପରେ ବିମାନ ଉଡାଣ କରାଯାଇ ବିଭିନ୍ନ କୌଶଳର ଅଭ୍ୟାସ ପ୍ରଦର୍ଶିତ ହୋଇଥିଲା । କାଲି ପାଗ ଖରାପ ଥିବାର ଆଶଙ୍କାରେ ଆଜି ରିହର୍ସାଲରେ ହଜାର ହଜାର ଲୋକ ଏହାକୁ ଦେଖିଥିଲେ ।

ଅନ୍ୟମାନଙ୍କୁ ଜଣାନ୍ତୁ।