You are currently viewing ବିଜେପିକୁ ଝଟକା ,୧୫ ଜିଲ୍ଲା ପରିଷଦ ସଭ୍ୟ ଦେଲେ ଇସ୍ତଫା

ବିଜେପିକୁ ଝଟକା ,୧୫ ଜିଲ୍ଲା ପରିଷଦ ସଭ୍ୟ ଦେଲେ ଇସ୍ତଫା


ମୟୁରଭଞ୍ଜ,୨୮/୦୮: ବିଜେପିକୁ ଲାଗିଲା ଶକ୍ତ ଝଟକା । ଦଳରୁ ଇସ୍ତଫା ଦେଲେ ୧୫ ଜଣ ନିର୍ବାଚିତ ଜିଲ୍ଲା ପରିଷଦ ସଭ୍ୟ । ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତିଙ୍କ ନିକଟକୁ ଇସ୍ତଫା ପଠାଇଛନ୍ତି । ଜିଲ୍ଲା ପରିଷଦ ଅଧ୍ୟକ୍ଷାଙ୍କ ବିରୋଧରେ ଅସନ୍ତୋଷ ଜାହିର କରି ଏହି ସଭ୍ୟମାନେ ବିଜେପି ଛାଡିଥିବା ଚର୍ଚ୍ଚା ହେଉଛି । ଜିଲ୍ଲା ପରିଷଦ ସଭାପତିଙ୍କ ମନମୁଖୀ କାର୍ଯ୍ୟ,ସ୍ୱେଚ୍ଛାଚାରିତା,ଜିଲ୍ଲା ପରିଷଦ ଉନ୍ନୟନ କାର୍ଯ୍ୟ ବାବଦକୁ ଆସୁଥିବା ଅର୍ଥ ବଣ୍ଟନରେ ଅନ୍ତର ପାତର ଅଭିଯୋଗ କରିଛନ୍ତି ବିଜେପିରୁ ଇସ୍ତଫା ଦେଇଥିବା ଜିଲ୍ଲା ପରିଷଦ ସଦସ୍ୟ ।

ଅନ୍ୟମାନଙ୍କୁ ଜଣାନ୍ତୁ।