You are currently viewing ଆଜି ୪ଟାରେ ରାଜ୍ୟବାସୀଙ୍କୁ ସମ୍ବୋଧନ କରିବେ ମୁଖ୍ୟମନ୍ତ୍ରୀ

ଆଜି ୪ଟାରେ ରାଜ୍ୟବାସୀଙ୍କୁ ସମ୍ବୋଧନ କରିବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର, କରୋନା ଗ୍ରାଫ୍ ଉପର ମୁହାଁ ରହିଥିବାବେଳେ ସରକାର ତଥା ଜନସାଧାରଣଙ୍କର ଏନେଇ ଚିନ୍ତା ବଢ଼ିଯାଇଛି । କରୋନା ସମ୍ପର୍କରେ ବିଭିନ୍ନ କଟକଣାକୁ କଡାକଡି କରିଛନ୍ତି ରାଜ୍ୟ ସରକାର । ଏନେଇ ଆଜି ଅପରାହ୍ନ ୪ଟାରେ ରାଜ୍ୟବାସୀଙ୍କୁ କରୋନା ସମ୍ପର୍କରେ ପରାମର୍ଶ ଦେଇପାରନ୍ତି ମୁଖ୍ୟମନ୍ତ୍ରୀ ।

ଅନ୍ୟମାନଙ୍କୁ ଜଣାନ୍ତୁ।