You are currently viewing ସ୍ତ୍ରୀକୁ ଟାଙ୍ଗିଆରେ ହାଣିଲା ସ୍ୱାମୀ

ସ୍ତ୍ରୀକୁ ଟାଙ୍ଗିଆରେ ହାଣିଲା ସ୍ୱାମୀ

କଳାହାଣ୍ଡି, ୨୧/୦୯: ସ୍ତ୍ରୀକୁ ଟାଙ୍ଗିଆରେ ହାଣିଲା ସ୍ୱାମୀ ।ଏହି ହତ୍ୟାକାଣ୍ଡଟି କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ଟାଉନ ଥାନା ଟିଭି ସେଣ୍ଟରପଡାରେ ଘଟିଛି । ମୃତ ମହିଳା ହେଲେ ପୂର୍ଣ୍ଣିମା ଗୌଡ ଏବଂ ଅଭିୁକ୍ତ ସ୍ୱାମୀ ହେଲେ ହଳଧର ଗୌଡ । ସୂଚନା ଅନୁାୟୀ ଗତକାଲି ରାତିରେ ପୂର୍ଣ୍ଣିମା ଓ ହଳଧର ମଧ୍ୟରେ ବଚସା ହୋଇଥିଲା ପରେ ଏଥିରେ ସ୍ୱାମୀ ରାଗିାଇ ତାଙ୍କୁ ଟାଙ୍ଗିଆରେ ଆକ୍ରମଣ କରିଥିଲେ । ଫଳରେ ଘଟଣାସ୍ଥଳରେ ହିଁ ପୂର୍ଣ୍ଣିମାଙ୍କ ମୃତ୍ୟୁ ହୋଇଥିଲା । ପୁଲିସ ଅଭିୁକ୍ତକୁ ଅଟକ ରଖି ତଦନ୍ତ ଜାରି ରହିଛି ।ସ୍ତ୍ରୀର ଚରିତ୍ରକୁ ସନ୍ଦେହ କରି ହତ୍ୟାକାଣ୍ଡ ହୋଇଥିବା ତଦନ୍ତରୁ ଜଣାପଡିଛି ।

ଅନ୍ୟମାନଙ୍କୁ ଜଣାନ୍ତୁ।