You are currently viewing ବିଧାନସଭାକୁ ସାଇକେଲରେ ଆସିଲେ ବିଧାୟକ

ବିଧାନସଭାକୁ ସାଇକେଲରେ ଆସିଲେ ବିଧାୟକ

  • Post category:ଓଡିଶା
  • Reading time:1 mins read

ଭୁବନେଶ୍ୱର- ରାଜ୍ୟରେ ପେଟ୍ରୋଲ ଓ ଡିଜେଲ ଦର ବୄଦ୍ଧି ପ୍ରତିବାଦ । ବିଧାନସଭାକୁ ସାଇକଲରେ ଆସି ପ୍ରତିବାଦ କରିଛନ୍ତି କଂଗ୍ରେସ ବିଧାୟକ ତାରାପ୍ରସାଦ ବାହିନୀପତି,ସୁରେଶ ରାଉତରାୟ ଏବଂ ଖଡ଼ିଆଳ ବିଧାୟକ ଅଧିରାଜ ପାଣିଗ୍ରାହୀ । । କେନ୍ଦ୍ର ଓ ରାଜ୍ୟର ଟିକସ କମ କରିବା ପାଇଁ ଦାବି କରିଛନ୍ତି ।

ଅନ୍ୟମାନଙ୍କୁ ଜଣାନ୍ତୁ।