You are currently viewing ପ୍ରଧାନମନ୍ତ୍ରୀ  ଓ ମୁଖ୍ୟମନ୍ତ୍ରୀ ନେବେ କୋରୋନା ଟିକା

ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀ ନେବେ କୋରୋନା ଟିକା

ନୂଆଦିଲ୍ଲୀ, କୋରୋନା ଟିକାକରଣକୁ ନେଇ ବଡ଼ ଖବର ସାମ୍ନାକୁ ଆସିଛି । ଦେଶରେ ସାଧାରଣ ଜନତା ଟିକାକରଣ କରୁଥିବା ବେଳେ ପ୍ରଧାନମନ୍ତ୍ରୀ ଏବଂ ମୁଖ୍ୟମନ୍ତ୍ରୀଙ୍କ ଟିକାକରଣକୁ ନେଇ ପ୍ରଶ୍ନ ଉଠିଥିଲା । ତେବେ ଦ୍ବିତୀୟ ପର୍ୟ୍ୟାୟରେ ପ୍ରଧାନମନ୍ତ୍ରୀ ଏବଂ ସବୁ ରାଜ୍ୟର ମୁଖ୍ୟମନ୍ତ୍ରୀ ମଧ୍ୟ କୋରୋନା ଟିକା ନେବେ । ପ୍ରଥମ ପର୍ୟ୍ୟାୟ କୋଭିଡ ଟିକାକରଣର ଆଜି ପଞ୍ଚମ ଦିନ, ଆଜି ୪୩୬ଟି ସେସନରେ ୩୭,୦୭୬ ଟିକାକରଣ କରାଯିବ । ଆସନ୍ତା ସପ୍ତାହରେ କୋଭାସ୍କିନର ଅଧିକ ଡୋଜ ପହଞ୍ଚିବ । ଏନେଇ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀଙ୍କ ସୂଚନା ।

ଅନ୍ୟମାନଙ୍କୁ ଜଣାନ୍ତୁ।