You are currently viewing ତିନି ମୋବାଇଲ ଲୁଟେରା ଗିରଫ, ୫୧ଟି ମୋବାଇଲ୍‌ ଜବତ

ତିନି ମୋବାଇଲ ଲୁଟେରା ଗିରଫ, ୫୧ଟି ମୋବାଇଲ୍‌ ଜବତ

ଭୁବନେଶ୍ୱର(ଏଏନଏସ) ୨୦.୧୦.୨୦୨୧, ତିନି ମୋବାଇଲ ଲୁଟେରା ଗିରଫ । ଖଣ୍ଡଗିରି ଥାନା ଅଞ୍ଚଳରୁ ୩ଜଣ ମୋବାଇଲ୍‌ ଲୁଟେରାଙ୍କୁ ଗିରଫ କରିଛି କମିଶନରେଟ୍‌ ପୋଲିସ । ସେମାନଙ୍କ ନିକଟରୁ ୫୧ଟି ମୋବାଇଲ୍‌ ସହ ଗୋଟିଏ ବାଇକ୍‌ ଜବତ ହୋଇଛି  ।

ସୂଚନା ଅନୁସାରେ, ଗତ କିଛି ଦିନ ହେଲା ଏହି ଲୁଟେରା ମାନେ ବେଶ୍ ସକ୍ରିୟ ରହିଥିଲେ ।ଏମାନେ ଭୋର୍ ସମୟରେ ଲୁଟ କରୁଥିଲେ । ଗାଡିଗୁଡିକ ଟାର୍ଗେଟ କରି ସେମାନଙ୍କ ଠାରୁ ମୋବାଇଲ୍‌ ଲୁଟ୍‌ କରୁଥିଲେ ।  ଖବର ପାଇବା ପରେ କମିଶନରେଟ ପୋଲି ଆଜି  ଏହି ୩ ଜଣ ଲୁଟେରାଙ୍କୁ ଗିରଫ କରିଛି ।

ଅନ୍ୟମାନଙ୍କୁ ଜଣାନ୍ତୁ।