You are currently viewing ଆଜି ବିଶ୍ୱ ସାଇକେଲ ଦିବସ

ଆଜି ବିଶ୍ୱ ସାଇକେଲ ଦିବସ

  • Post category:ଓଡିଶା
  • Reading time:1 mins read

ଭୁୁବନେଶ୍ୱର(ଏଏନଏସ)୦୩/୦୬, ଆଜି ହେଉଛି ବିଶ୍ୱ ସାଇକେଲ ଦିବସ । ଏଥିପାଇଁ ଟ୍ୱିନ ସିଟିରେ ଆୟୋଜିତ ହୋଇଯାଇଛି ସାଇକ୍ଲୋଥନ । ଭୁବନେଶ୍ୱର କିଟ ବିଶ୍ୱବିଦ୍ୟାଳୟ ନିକଟରୁ ସାଇକ୍ଲେଥନ ବାହାରି ୧୦ ମିଟର ଅତିକ୍ରମ କରି ଶିଶୁଭବନ ପର୍ଯ୍ୟନ୍ତ ବାହାରିଥିଲା । ଏହି ସାଇକ୍ଲୋଥାନ ଅଭିଯାନରେ ଅଭିନେତା ସିଦ୍ଧାନ୍ତ ମହାପାତ୍ର , ହକିତାରକା ତଥା ପୂର୍ବତନ ସାଂସଦ ଦିଲ୍ଲୀପ ତିର୍କୀ ଉପସ୍ଥିତ ଥିଲେ । ସେହିପରି କଟକ ଆନନ୍ଦ ଭବନଠାରୁ ଚୌଦ୍ୱାର ପର୍ଯ୍ୟନ୍ତ ସାଇକେଲ ଯାତ୍ରା ଯାଇଥିଲା ।

ଅନ୍ୟମାନଙ୍କୁ ଜଣାନ୍ତୁ।