You are currently viewing ଟ୍ରେନରୁ  ଉଦ୍ଧାର ହେଲା ଦୁଇଦିନର ଶିଶୁପୁତ୍ର

ଟ୍ରେନରୁ ଉଦ୍ଧାର ହେଲା ଦୁଇଦିନର ଶିଶୁପୁତ୍ର

  • Post category:ଓଡିଶା
  • Reading time:1 mins read

ଖୋର୍ଦ୍ଧା (ଏ ଏନ୍ ଏସ)୦୬/୦୫, ସକାଳୁ ସକାଳୁ ଟ୍ରେନରୁ ଉଦ୍ଧାର ହେଲା ଦୁଇ ଦିନର ଶିଶୁ ପୁତ୍ର ପୁତ୍ର । ଖୋର୍ଦ୍ଧା ରୋଡ଼ ଷ୍ଟେସନରୁ ଏକ ଟ୍ରେନରୁ ଉଦ୍ଧାର କରିଲା ଆରପିଏଫ। ଦୁଇ ଦିନର ଶିଶୁକୁ ଜନ୍ମ କରିଥିବା ମା ଟ୍ରେନରେ ଛାଡିଦେଇଥିବା ନେଇ ସନ୍ଦେହ । ଆରପିଏଫ ଉଦ୍ଧାର କରି ପ୍ରାଥମିକ ଚିକିତ୍ସା ପାଇଁ ନେଇଛି ଚିକିତ୍ସାଳୟ । ଶିଶୁ ପୁତ୍ରକୁ କିଏ ଟ୍ରେନରେ ରଖିଲା ସେନେଇ ତଦନ୍ତ ଆରମ୍ଭ କରିଛି ଆରପିଏଫ ।

ଅନ୍ୟମାନଙ୍କୁ ଜଣାନ୍ତୁ।