You are currently viewing ବାଲୁକାକଳା ମାଧ୍ୟମରେ ପେଲେଙ୍କୁ ଶ୍ରଦ୍ଧାଞ୍ଜଳି

ବାଲୁକାକଳା ମାଧ୍ୟମରେ ପେଲେଙ୍କୁ ଶ୍ରଦ୍ଧାଞ୍ଜଳି

  • Post category:ଓଡିଶା
  • Reading time:1 mins read

ପୁରୀ (ଏଏନଏସ)୩୦/୧୨, ଅନ୍ତର୍ଜାତୀୟ ବାଲୁକା ଶିଳ୍ପୀ ମାନସ ସାହୁ ବାଲୁକା କଳା ମାଧ୍ୟମରେ ବ୍ରାଜିଲର କିମ୍ବଦନ୍ତୀ ଫୁଟବଲ ଖେଳାଳି ପେଲେଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି । ୧୫ ଫୁଟ ଓସାର ବିଶିଷ୍ଟ ବାଲୁକା କଳାରେ ୧୫ ଟନ୍‌ ବାଲି ଉପଯୋଗ କରାଯାଇଛି । ଏହାକୁ ନିର୍ମାଣ କରିବାକୁ ମାନସ ସାହୁଙ୍କୁ ୪ ଘଣ୍ଟା ସମୟ ଲାଗିଥିଲା । ବାଲୁକା କଳାରେ A HERO NEVER DIES! LONG LIVE PELE! ର ବାର୍ତ୍ତା ଦିଆଯାଇଛି ।

ଅନ୍ୟମାନଙ୍କୁ ଜଣାନ୍ତୁ।