You are currently viewing ପିକନିକ ହେଲା କାଳ

ପିକନିକ ହେଲା କାଳ

  • Post category:ଓଡିଶା
  • Reading time:1 mins read

ରାଉରକେଲା: ରାଉରକେଲା କୋଏଲ ନଦୀରେ ବୁଡ଼ି ୨ ଜଣ ଯୁବକ ନିଖୋଜ |ପିକନିକ କରିବାକୁ ଯାଇ ଗାଧୋଇବା ବେଳେ ବୁଡ଼ିଗଲେ ଉଭୟ। ଅଗ୍ନିଶମ କର୍ମଚାରୀଙ୍କ ଦ୍ୱାରା ଉଭୟଙ୍କୁ ଖୋଜାଖୋଜି ଆରମ୍ଭ | ତେବେ ସୂଚନା ଅନୁସାରେ ଜଣଙ୍କୁ ଉଦ୍ଧାର କରି ହସ୍ପିଟାଲ ସ୍ଥାନାନ୍ତର କରାଯାଇଛି।

ଅନ୍ୟମାନଙ୍କୁ ଜଣାନ୍ତୁ।