You are currently viewing ପ୍ରକାଶ ପାଇଲା UPSC ୨୦୨୨ ରେଜଲ୍ଟ

ପ୍ରକାଶ ପାଇଲା UPSC ୨୦୨୨ ରେଜଲ୍ଟ

  • Post category:ଓଡିଶା
  • Reading time:1 mins read

ଭୁବନେଶ୍ୱର(ଏଏନଏସ)୧୬/୧୧, ୟୁପିଏସ୍ସି ଏନଡିଏ ଏନଏ ଫାଇନାଲ ପରୀକ୍ଷା ଫଳ ୨୦୨୨ ରେଜଲ୍ଟ ଜାରି କରିଛି । ଏନଡିଏ ପରୀକ୍ଷାରେ ସାମିଲ ହୋଇଥିବା ଆଶାୟୀମାନେ ଅଫିସିଆଲ ୱେବସାଇଟ ରେ ଭିଜିଟ କରି ମେରିଟ ତାଲିକା ଚେକ କରିପାରିବେ । ଜାରି ହୋଇଥିବା ଫଳ ଅନୁସାରେ ରୁବିନ ସିଂ ଫାଇନାଲ ରେଜଲ୍ଟରେ ଟପ୍ପର ହୋଇଛନ୍ତି ।

UPSC ଦ୍ୱାରା ଜାରି ଅଫିସିଆଲ ନୋଟିସ୍‌ ମୁତାବକ, ରାଷ୍ଟ୍ରୀୟ ପ୍ରତିରକ୍ଷା ଏକାଡେମୀ ଏବଂ ନୌସେନା ଏକାଡେମୀ ୨୦୨୨ ନିଯୁକ୍ତି ପାଇଁ ଲିଖିତ ପରୀକ୍ଷା ଓ ଇଣ୍ଟରଭ୍ୟୁ ରାଉଣ୍ଡରେ ଆଶାୟୀମାନଙ୍କ ପ୍ରଦର୍ଶନ ଆଧାରରେ ମୋଟ ୫୧୯ ଜଣ ଆଶାୟୀଙ୍କୁ ମନୋନୟନ କରିଛନ୍ତି। ମନୋନୀତ ଆଶାୟୀଙ୍କ ନାମ ଏବଂ ରୋଲ୍‌ ନମ୍ବର ଅଫିସିଆଲ େଓ୍ଵବ୍‌ସାଇଟରେ ଜାରି ରେଜଲ୍ଟରେ ଉପଲବ୍ଧ ରହିଛି। ରୁବିନ୍‌ ସିଂ UPSC NDA, NA I ପରୀକ୍ଷାରେ ପ୍ରଥମ ସ୍ଥାନ ହାସଲ କରିଛନ୍ତି। ଏହାପରେ କ୍ରମାଗତ ଭାବେ ଦ୍ୱିତୀୟ ଏବଂ ତୃତୀୟ ସ୍ଥାନରେ ଅଛନ୍ତି ଅନୁଷ୍କା ଅନିଲ ବୋର୍ଡେ ଓ ବୈଷ୍ଣବୀ ଗୋର୍ଡେ।

ଅନ୍ୟମାନଙ୍କୁ ଜଣାନ୍ତୁ।