You are currently viewing ରାଜଧାନୀକୁ ସତର୍କ ସୂଚନା , ଡେଙ୍ଗୁ ରୋଗୀଙ୍କ ସଂଖ୍ୟା ୯୦୦ ଉପରେ

ରାଜଧାନୀକୁ ସତର୍କ ସୂଚନା , ଡେଙ୍ଗୁ ରୋଗୀଙ୍କ ସଂଖ୍ୟା ୯୦୦ ଉପରେ

  • Post category:ଓଡିଶା
  • Reading time:1 mins read

ଭୁବନେଶ୍ୱର – (ବ୍ୟୁରୋ ୨୭.୦୮.୨୦୨୨) ରାଜଧାନୀ ଭୁବନେଶ୍ୱରରେ ଡେଙ୍ଗୁରୋଗୀଙ୍କ ସଂଖ୍ୟା ଦିନକୁ ଦିନ ବଢିବାରେ ଲାଗିଛି । ଏହା ସହିତ ରାଜଧାନୀର ବିଭିନ୍ନ ସ୍ଥାନରେ ଆବର୍ଜନା ପଡିରହିଥିବା ମଧ୍ୟ ଦେଖିବାକୁ ମିଳୁଛି । ଏବଂ ଏଥି ପାଇଁ କ୍ୟାପିଟାଲ ହସ୍‌ପିଟାଲର ନିର୍ଦ୍ଧେଶକ ରାଜଧାନୀ ବାସୀଙ୍କୁ ସତର୍କ ରହିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ଏବଂ ନିଜ ଚର୍ତୁପାଶ୍ୱକୁ ସଫା ରଖିବା ପାଇଁ ନିର୍ଦ୍ଧେଶ ଦେଇଛନ୍ତି । ବର୍ତ୍ତମାନ ଭୁବନେଶ୍ୱରରେ ଡେଙ୍ଗୁ ରୋଗୀଙ୍କ ସଂଖ୍ୟା ୯୦୦ ଉପରେ ରହିଛି । ଅନେକ ଡେଙ୍ଗୁ ଆକ୍ରାନ୍ତ ପ୍ରତିଦିନ କ୍ୟାପିଟାଲ ହସପିଟାଲରେ ମଧ୍ୟ ଚିହ୍ନଟ ହେଉଛନ୍ତି । ଗୋଟିଏ ଦିନରେ ୧୫୦ ଜଣ ରୋଗୀ ଆସିଥିଲେ ସେମାନଙ୍କୁ ମଧ୍ୟରୁ ୩୨ ଜଣ ପଜେଟିଭ୍ ଚିହ୍ନଟ ହୋଇଛନ୍ତି ।

ଅନ୍ୟମାନଙ୍କୁ ଜଣାନ୍ତୁ।