You are currently viewing ଭରତପୁର ଜଙ୍ଗଲରୁ ଠାବ ହେଲା କଟାମୁଣ୍ଡ

ଭରତପୁର ଜଙ୍ଗଲରୁ ଠାବ ହେଲା କଟାମୁଣ୍ଡ

ଭୁବନେଶ୍ୱର- ଚନ୍ଦକା ଦାସପୁର ଅଞ୍ଚଳରୁ ମିଳିଥିବା ମୁଣ୍ଡ ବିହୀନ ଶବର କଟାମୁଣ୍ଡକୁ ଠାବ କଲା କମିଶନରେଟ ପୋଲିସ । ଦୁଇଜଣ ଅଭିଯୁକ୍ତଙ୍କୁ ନେଇ ଘଟଣାସ୍ଥଳକୁ ଯାଇଛି ପୋଲିସ । ଘଟଣାସ୍ଥଳରେ କଟାମୁଣ୍ଡକୁ କେଉଁଠି ଲୁଚାଇଥିଲେ ଅଭିଯୁକ୍ତ ଦ୍ୱୟ ପୋଲିସକୁ ଦେଖାଇଛନ୍ତି । ତେବେ କ୍ରାଇମ ସିନର ରିକ୍ରିଏସନ ଡେମୋ ଦେଖାଇବେ ଅଭିଯୁକ୍ତ । ଶରୀର ପଡିଥିବା ସ୍ଥାନର ଦୁଇ କିଲୋମିଟର ଦୂରରୁ ମିଳିଲା ଏହି କଟାମୁଣ୍ଡ

ଅନ୍ୟମାନଙ୍କୁ ଜଣାନ୍ତୁ।