You are currently viewing ଇଂଲଣ୍ଡ ଅଧିନାୟକଙ୍କ ଦ୍ୱିଶତକ

ଇଂଲଣ୍ଡ ଅଧିନାୟକଙ୍କ ଦ୍ୱିଶତକ

  • Post category:କ୍ରୀଡା
  • Reading time:1 mins read

ଚେନ୍ନାଇ, ଭାରତ ବିପକ୍ଷ ଇଂଲଣ୍ଡ ଟେଷ୍ଟ ସିରିଜର ପ୍ରଥମ ମ୍ୟାଚରେ ରେକର୍ଡ ପରେ ରେକର୍ଡ କରିଚାଲିଛନ୍ତି ଇଂଲଣ୍ଡ ଅଧିନାୟକ ଜୋ ରୁଟ । ସେ ଗତକାଲି ନିଜ ୧୦୦ତମ ଟେଷ୍ଟରେ ଶତକ ହାସଲ କରିଥିବା ବେଳେ ଆଜି ଦ୍ୱିଶତକ ହାସଲ କରିଛନ୍ତି । ଏଥିରେ ରହିଛି ରହିଛି ୧୯ଟି ଚୌକା ଓ ୨ଟି ଛକା। ଜୋ ରୁଟ ୩୭୭ ବଲରେ ସମୁଦାୟ ୨୧୮ ରନ କରିଛନ୍ତି । ୨୧୮ ରନ କରିସାରିବା ପରେ ଲେଗ ବିଫୋର ୱିକେଟରେ ନଦୀମଙ୍କ ଦ୍ୱାରା ଆଉଟ ହୋଇଛନ୍ତି ରୁଟ ।

ଅନ୍ୟମାନଙ୍କୁ ଜଣାନ୍ତୁ।