You are currently viewing କ୍ରୀଡା ଜଗତରେ ଶୋକ

କ୍ରୀଡା ଜଗତରେ ଶୋକ


ନୂଆଦିଲ୍ଲୀ,୨୮/୭: ପରଲୋକରେ ଭାରତର ପୂର୍ବତନ ବ୍ୟାଡମିଣ୍ଟନ ଖେଳାଳି ନନ୍ଦୁ ନାଟେକର । ମୃତ୍ୟୁ ବେଳଙ୍କୁ ତାଙ୍କୁ ୮୮ ବୟସ ହୋଇଥିଲା ।ନନ୍ଦୁ ନାଟେକର ହେଉଛନ୍ତି ଭାରତର ପ୍ରଥମ ବ୍ୟାଡମିଣ୍ଟନ ଖେଳାଳି ଥିଲେ । ସେ ୧୯୫୬ ମସିହାରେ ଏହି ସଫଳତା ହାସଲ କରିଥିଲେ । ୬ ଥର ସେ ଜାତୀୟ ଟାଇଟଲ ଜିତିଥିଲେ । ୧୯୬୧ ମସିହାରେ ସେ ଅର୍ଜୁନ ପୁରସ୍କାର ପାଇଥିବାର ପ୍ରଥମ ଖେଳାଳି ଥିଲେ । ସେ ୨୦ ବର୍ଷ ବୟସରେ ଭାରତ ପାଇଁ ଆନ୍ତର୍ଜାତୀୟ ମ୍ୟାଚ ଖେଳିଥିଲେ ।

ଅନ୍ୟମାନଙ୍କୁ ଜଣାନ୍ତୁ।