You are currently viewing ଆଇପିଏଲ୍ ୨୦୨୪: ଗୁଜୁରାଟ ଟାଇଟାନ୍ସର ଅଧିନାୟକ ହେଲେ ଶୁଭମାନ ଗିଲ

ଆଇପିଏଲ୍ ୨୦୨୪: ଗୁଜୁରାଟ ଟାଇଟାନ୍ସର ଅଧିନାୟକ ହେଲେ ଶୁଭମାନ ଗିଲ

  • Post category:କ୍ରୀଡା
  • Reading time:1 mins read

ନୂଆଦିଲ୍ଲୀ: ଆଇପିଏଲ୍ ୨୦୨୪ ପାଇଁ ଗୁଜୁରାଟ ଟାଇଟାନ୍ସ ଦଳ ନୂତନ ଅଧିନାୟକ ଘୋଷଣା କରିଛି । ଭାରତୀୟ ଦଳର ଯୁବ ଓପନିଂ ବ୍ୟାଟ୍ସମ୍ୟାନ୍ ଶୁବମାନ ଗିଲଙ୍କୁ ଗୁଜୁରାଟ ଟାଇଟାନ୍ସର ନୂତନ ଅଧିନାୟକ ଘୋଷିତ କରାଯାଇଛି । ତେବେ ଶୁଭମାନ ଗିଲଙ୍କ ପୂର୍ବରୁ ଗୁଜୁରାଟ ଟାଇଟାନ୍ସର ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଥିଲେ। ହାର୍ଦ୍ଦିକ ପାଣ୍ଡ୍ୟା ଟ୍ରେଡ ହେବା ପରେ ମୁମ୍ବାଇ ଇଣ୍ଡିଆନସ ଯାଇଛନ୍ତି। ଏହା ପରେ ଗୁଜୁରାଟ ଟାଇଟାନ୍ସ ଦଳ ଶୁଭମାନ ଗିଲଙ୍କୁ ଦଳର ଅଧିନାୟକ ଭାବେ ଘୋଷଣା କରିଛନ୍ତି। ଏଠି ସହ ଆଜି ଅର୍ଥାତ ୨୭ ନଭେମ୍ବରରେ ଗୁଜୁରାଟ ଟାଇଟନସ ଦଳ ନିଶ୍ଚିତ କରିଛନ୍ତି ଯେ ହାର୍ଦ୍ଦିକ ପାଣ୍ଡ୍ୟା ସେମାନଙ୍କ ଦଳର ଅଂଶ ନୁହଁନ୍ତି ।

ଅନ୍ୟମାନଙ୍କୁ ଜଣାନ୍ତୁ।