You are currently viewing ଓ୍ବାର୍ମଅପ୍ ମ୍ୟାଚ୍: ଆଜି ଭାରତ-ଇଂଲଣ୍ଡ ମୁହାଁମୁହିଁ

ଓ୍ବାର୍ମଅପ୍ ମ୍ୟାଚ୍: ଆଜି ଭାରତ-ଇଂଲଣ୍ଡ ମୁହାଁମୁହିଁ

ଗୌହ୍ବାଟୀ: ଦିନିକିଆ କ୍ରିକେଟ ବିଶ୍ବକପ ପାଇଁ ଆରମ୍ଭ ହୋଇଗଲାଣି କାଉଣ୍ଟଡାଉନ୍। ଏନେଇ ଆରମ୍ଭ ହୋଇଛି ଓ୍ବାର୍ମଅପ ମ୍ୟାଚ୍। ଶୁକ୍ରବାର ପାକିସ୍ତାନ-ନ୍ୟୁଜିଲାଣ୍ଡ, ଶ୍ରୀଲଙ୍କା-ବାଂଲାଦେଶ ମଧ୍ୟରେ ଅଭ୍ୟାସ ମ୍ୟାଚ ଖେଳାଯାଇଥିବାବେଳେ ତିରୁଅନନ୍ତପୁରମରେ ଦକ୍ଷିଣ ଆଫ୍ରିକା ଓ ଆଫଗାନିସ୍ତାନ ମ୍ୟାଚ ବର୍ଷା ପାଇଁ ବାତିଲ ହୋଇଯାଇଥିଲା।

ତେବେ ଆଜି ଭାରତ ପ୍ରଥମ ଓ୍ବାର୍ମଅପ୍ ମ୍ୟାଚ୍ ଇଂଲଣ୍ଡ ବିପକ୍ଷରେ ଗୌହ୍ବାଟୀରେ ଖେଳିବ। ରୋହିତ ଶର୍ମାଙ୍କ ନେତୃତ୍ବାଧିନ ଭାରତ ଉକ୍ତ ଓ୍ବାର୍ମଅପ୍ ମ୍ୟାଚରେ ପୂର୍ଣ୍ଣ ଏକାଦଶ ସହ ଓହ୍ଲାଇବା ନେଇ ଆଶା କରାଯାଉଛି।

ଅନ୍ୟମାନଙ୍କୁ ଜଣାନ୍ତୁ।