You are currently viewing ବିଶ୍ବ କ୍ୟାଡେଟ କୁସ୍ତିରେ ଭାରତକୁ ସ୍ବର୍ଣ୍ଣ ପଦକ

ବିଶ୍ବ କ୍ୟାଡେଟ କୁସ୍ତିରେ ଭାରତକୁ ସ୍ବର୍ଣ୍ଣ ପଦକ

ନୂଆଦିଲ୍ଲୀ-୨୫.୦୭.୨୦୨୧, ହଙ୍ଗେରୀର ବୁଦ୍ଦାପେଷ୍ଟରେ ଅନୁଷ୍ଠିତ ବିଶ୍ୱ କ୍ୟାଡେଟ୍ ରେସଲିଂ ଚାମ୍ପିଅନସିପରେ ଭାରତୀୟ ରେସଲର ପ୍ରିୟା ମଲିକ ସ୍ୱର୍ଣ୍ଣ ପଦକ ଜିତିଛନ୍ତି । ୭୩ କେଜି ବର୍ଗରେ ସ୍ବର୍ଣ୍ଣ ଜିତିଛନ୍ତି ଭାରତ ହରିୟାଣା ର ପ୍ରିୟା ମଲ୍ଲିକ । ବୁଲଗେରିଆ ପ୍ରତିଯୋଗୀଙ୍କୁ ହରାଇ ସ୍ବର୍ଣ୍ଣ ପଦକ ଜିତିଛନ୍ତି ପ୍ରିୟା ।

ଅନ୍ୟମାନଙ୍କୁ ଜଣାନ୍ତୁ।