ଆକାଶ ଛୁଆଁ ପିଆଜ ଦର, ଅସନ୍ତୁଷ୍ଟ ଗ୍ରାହକ 

  • Post category:ଓଡିଶା
  • Reading time:1 mins read

ଗତ କିଛି ଦିନ ହେବ ରାଜ୍ୟରେ ଉପର ମୁହାଁ ପିଆଜ ଦର। କେଜି ୨୦ ଟଙ୍କାରେ ମିଳୁଥିବା ପିଆଜ ଏବେ ୮୦ ଟଙ୍କାରେ ପହଁଚିଲାଣି। ସୂଚନାଯୋଗ୍ୟ ନାସିକରେ ପିଆଜ ମହଙ୍ଗା ହେବା କାରଣରୁ ଓଡ଼ିଶାରେ ଏହାର ପ୍ରଭାବ ପଡ଼ୁଥିବା ଶୁଣିବାକୁ ମିଳିଛି।

Continue Readingଆକାଶ ଛୁଆଁ ପିଆଜ ଦର, ଅସନ୍ତୁଷ୍ଟ ଗ୍ରାହକ