ଗିରଫ ହେଲେ ରଜନୀକାନ୍ତଙ୍କ ଅଭିନୀତ ‘ଜେଲର୍’ ସିନେମାରେ ଖଳନାୟକ ସାଜିଥିବା ଅଭିନେତା ବିନାୟକନ
ଥିରୁଅନନ୍ତପୁରମ: ଥାନାରେ ଗଣ୍ଡଗୋଳ କରିବା ଅଭିଯୋଗରେ ରଜନୀକାନ୍ତଙ୍କ ଅଭିନୀତ ଚଳଚ୍ଚିତ୍ର 'ଜେଲର୍'ରେ ଖଳନାୟକ ଭୂମିକାରେ ଅଭିନୟକ କରିଥିବା ଅଭିନେତା ବିନାୟକନ୍ଙ୍କୁ ମଙ୍ଗଳବାର ଦିନ ଗିରଫ କରାଯାଇଥିବା କଥା ଉତ୍ତର ଏର୍ଣ୍ଣାକୁଲମ୍ ପୁଲିସ କହିଛି। ବିଶେଷସୂତ୍ରରୁ ସଂଗୃହୀତ ସୂଚନା ଅନୁସାରେ, ସେ ବାସକରୁଥିବା…