ଦୀପାବଳିରେ ରିଲିଜ୍ ହେବ ଟାଇଗର୍-୩: ଜାଣନ୍ତୁ, କେବେଠୁ ହେବ ଆଡଭାନ୍ସ ବୁକିଂ ?

ଦୀର୍ଘ ସମୟ ପରେ ବଡ଼ ପରଦାରେ ପୁଣି ଦେଖିବାକୁ ମିଳିବ ସଲମାନ ଖାନଙ୍କ ଜଲୱା। ଦିପାବଳୀ ଅବସରରେ ଅଭିନେତା ସଲମାନ ଖାନଙ୍କ ଫିଲ୍ମ 'ଟାଇଗର 3' ରିଲିଜ ହେବାକୁ ଯାଉଛି। ଫିଲ୍ମର ପ୍ରଥମ ଶୋ' ଦୀପାବଳି ଦିନ ସକାଳ ୭ଟାରୁ ଆରମ୍ଭ ହେବାକୁ ଯାଉଛି। ଏହି ସମୟରେ 'ଟାଇଗର 3'ର ପ୍ରଶଂସକଙ୍କ ପାଇଁ ରହିଛି ଏକ ଖୁସି ଖବର, କାରଣ ଖୁବ୍ ଶୀଘ୍ର ଆରମ୍ଭ ହେବାକୁ ଯାଉଛି ଫିଲ୍ମର ଆଡଭାନ୍ସ ବୁକିଂ।

Continue Readingଦୀପାବଳିରେ ରିଲିଜ୍ ହେବ ଟାଇଗର୍-୩: ଜାଣନ୍ତୁ, କେବେଠୁ ହେବ ଆଡଭାନ୍ସ ବୁକିଂ ?