ପ୍ରେଗନେନ୍ସି କନଫର୍ମ କଲେ ଅନୁଷ୍କା, ଦେଖିବାକୁ ମିଳିଲା ଅଭିନେତ୍ରୀଙ୍କ ବେବି ବମ୍ପ

ବଲିଉଡ ଅଭିନେତ୍ରୀ ଅନୁଷ୍କା ଶର୍ମା ଏବଂ ଭାରତୀୟ କ୍ରିକେଟର ବିରାଟ କୋହଲିଙ୍କ ଯୋଡି ସମସ୍ତକୁ ପସନ୍ଦ। ଏହି ସୁନ୍ଦର ଦମ୍ପତିଙ୍କ ବିଷୟରେ ଜାଣିବା ପାଇଁ ପ୍ରଶଂସକମାନେ ସବୁବେଳେ ଖୁବ୍ ଉତ୍ସାହିତ ଥାନ୍ତି। ହେଲେ ଉଭୟ ନିଜ ବ୍ୟକ୍ତିଗତ ଜୀବନକୁ ପ୍ରାଇଭେଟ୍ ରଖିବାକୁ ପସନ୍ଦ କରନ୍ତି।

Continue Readingପ୍ରେଗନେନ୍ସି କନଫର୍ମ କଲେ ଅନୁଷ୍କା, ଦେଖିବାକୁ ମିଳିଲା ଅଭିନେତ୍ରୀଙ୍କ ବେବି ବମ୍ପ