କେଜ୍ରିୱାଲଙ୍କୁ ସର୍ତମୁଳକ ଜାମିନ  

ଦିଲ୍ଲୀ ମୁଖ୍ୟମନ୍ତ୍ରୀ କେଜ୍ରିୱାଲଙ୍କୁ ମିଳିଲା ବଡ଼ ଆଶ୍ୱସ୍ତି । ମଦ ଦୁର୍ନୀତି ମାମଲାରେ ଛନ୍ଦି ହୋଇ ବିଚାର ବିଭାଗୀୟ ହାଜତରେ ଥିବା କେଜ୍ରିୱାଲଙ୍କୁ ଜୁନ ୧ ପର୍ଯ୍ୟନ୍ତ ଅନ୍ତରୀଣ ଜାମିନ ପ୍ରଦାନ କରିଛନ୍ତି ସୁପ୍ରିମକୋର୍ଟ ।

Continue Readingକେଜ୍ରିୱାଲଙ୍କୁ ସର୍ତମୁଳକ ଜାମିନ