ତୁରନ୍ତ ସାରନ୍ତୁ ବ୍ୟାଙ୍କ କାମ, ନଭେମ୍ବର ମାସରେ ୧୫ଦିନ ବନ୍ଦ ରହିବ ବ୍ୟାଙ୍କ  

ଚଳିତ ମାସରେ ଦୀପାବଳି, ଛଟ୍‌ ପୂଜା ସମେତ ଅନେକ ପର୍ବ ପାଇଁ କିଛି ଦିନ ବ୍ୟାଙ୍କ ବନ୍ଦ ରହିବ। ଅର୍ଥାତ ନଭେମ୍ବର ମାସରେ ୧୫ ଦିନ ବ୍ୟାଙ୍କ ବନ୍ଦ ରହିବ। ବ୍ୟାଙ୍କ ବନ୍ଦ ରହିବା ସମୟରେ ଏଟିଏମ ଏବଂ ଇଣ୍ଟରନେଟ ସେବା ଚାଲୁ ରହିବ।

Continue Readingତୁରନ୍ତ ସାରନ୍ତୁ ବ୍ୟାଙ୍କ କାମ, ନଭେମ୍ବର ମାସରେ ୧୫ଦିନ ବନ୍ଦ ରହିବ ବ୍ୟାଙ୍କ