ଭୁବନେଶ୍ୱରରେ ଖୋଲିଲା ପ୍ରଥମ ଚାଉଳ ଏଟିଏମ୍ 

  • Post category:ଓଡିଶା
  • Reading time:1 mins read

ଭୁବନେଶ୍ୱରରେ ଖୋଲିଲା ଦେଶର ପ୍ରଥମ stand alone ଚାଉଳ ଏଟିଏମ୍ । ଯଦି ଏହି ଏଟିଏମ୍ ସଫଳତାର ସହ କାର୍ଯ୍ୟ କରେ ତେବେ ଆଗାମୀ ଦିନରେ ସବୁ ଜିଲ୍ଲା ଆଉ ବ୍ଲକରେ ଚାଉଳ ଏଟିଏମ୍ ଖୋଲିବ।

Continue Readingଭୁବନେଶ୍ୱରରେ ଖୋଲିଲା ପ୍ରଥମ ଚାଉଳ ଏଟିଏମ୍ 

ମେ ୧୯ ସନ୍ଧ୍ୟାରେ ଭୁବନେଶ୍ବର ଆସିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ୨୦ରେ ପୁରୀରେ ହେବ ରୋଡ ସୋ’ 

ଆସନ୍ତା ମେ ୧୯ ତାରିଖ ସନ୍ଧ୍ୟାରେ ଓଡ଼ିଶା ଆସିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଏନେଇ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ସୂଚନା ଦେଇଛନ୍ତି।

Continue Readingମେ ୧୯ ସନ୍ଧ୍ୟାରେ ଭୁବନେଶ୍ବର ଆସିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ୨୦ରେ ପୁରୀରେ ହେବ ରୋଡ ସୋ’ 

ଭୁବନେଶ୍ୱରରେ ଆୟକର ବିଭାଗର ଚଢ଼ାଉ: କାର୍‌ ଭିତରୁ ୫କୋଟି ଟଙ୍କା ଠାବ 

  • Post category:ଓଡିଶା
  • Reading time:1 mins read

ନିର୍ବାଚନ ସମୟରେ ଅଧିକ ସକ୍ରିୟ ରହିଛନ୍ତି ପୋଲିସ ଓ ଆୟକର ବିଭାଗ। ଆୟକର ବିଭାଗ ଗାଡ଼ି ଯାଞ୍ଚ ବେଳେ ଏକ ଦାମୀ କାର୍‌ ଭିତରୁ ୫କୋଟି ଟଙ୍କା ଠାବ କରିଛି।

Continue Readingଭୁବନେଶ୍ୱରରେ ଆୟକର ବିଭାଗର ଚଢ଼ାଉ: କାର୍‌ ଭିତରୁ ୫କୋଟି ଟଙ୍କା ଠାବ 

ଆସନ୍ତା ୧୬ତାରିଖରୁ ଭୁବନେଶ୍ବରରେ ରୋଡ୍‌ ସୋ’ କରିବେ ମୁଖ୍ୟମନ୍ତ୍ରୀ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପରେ ରାଜଧାନୀ ଭୁବନେଶ୍ବରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରୋଡ ସୋ’ କରିବାକୁ ଯାଉଛନ୍ତି।

Continue Readingଆସନ୍ତା ୧୬ତାରିଖରୁ ଭୁବନେଶ୍ବରରେ ରୋଡ୍‌ ସୋ’ କରିବେ ମୁଖ୍ୟମନ୍ତ୍ରୀ

ବିଜେପି ରାଜ୍ୟ କାର୍ଯ୍ୟାଳୟରେ ସ୍ବାଗତ ପରେ ରୋଡ ସୋ’ରେ ବାହାରିଲେ ପ୍ରଧାନମନ୍ତ୍ରୀ ମୋଦୀ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବହୁ ପ୍ରତୀକ୍ଷିତ ରୋଡ ସୋ’ ଭୁବନେଶ୍ବରରେ ଆରମ୍ଭ ହୋଇଯାଇଛି।

Continue Readingବିଜେପି ରାଜ୍ୟ କାର୍ଯ୍ୟାଳୟରେ ସ୍ବାଗତ ପରେ ରୋଡ ସୋ’ରେ ବାହାରିଲେ ପ୍ରଧାନମନ୍ତ୍ରୀ ମୋଦୀ

ତାତିରୁ ନାହିଁ ନିସ୍ତାର: ସବୁଠୁ ଉତପ୍ତ ସହର ଭୁବନେଶ୍ୱର 

  • Post category:ଓଡିଶା
  • Reading time:1 mins read

ସହ୍ୟ ଗରମରେ ସିଝୁଛି ଓଡିଶା । ଭୁବନେଶ୍ୱରରେ ଅପରାହ୍ନ ସାଢେ ୨ ଟା ସୁଦ୍ଧା ତାପମାତ୍ରା ୪୧,୮ ଡିଗ୍ରୀ ରହିଥିବା ବେଳେ ଚାନ୍ଦବାଲିରେ ୪୦.୪ ଡିଗ୍ରୀ ବାଲେଶ୍ୱରରେ ୪୦.୩ ଡିଗ୍ରୀ ତାପମାତ୍ରା ରହିଛି ।

Continue Readingତାତିରୁ ନାହିଁ ନିସ୍ତାର: ସବୁଠୁ ଉତପ୍ତ ସହର ଭୁବନେଶ୍ୱର 

ରାଜ୍ୟରେ ଅସହ୍ୟ ଗରମ, ସାଢ଼େ ୧୧ରେ ଭୁବନେଶ୍ବର ତାପମାତ୍ରା ୪୦ ଡିଗ୍ରୀ ପାର୍

  • Post category:ଓଡିଶା
  • Reading time:1 mins read

ଅସହ୍ୟ ତାତିରେ କଲବଲ ରାଜ୍ୟବାସୀ । ସକାଳ ୮ଟାରୁ ତାପମାତ୍ରା ବଢୁଥିବା ବେଳେ ଦିନ ୧୧ଟା ବେଳକୁ ପଦାକୁ ବାହାରିବା ମୁସକିଲ ହୋଇପଡୁଛି । ଗତ ୨ ଦିନ ହେବ ତାପମାତ୍ରାରେ ବୃଦ୍ଧି ଯୋଗୁଁ ଆଉଟୁପାଉଟୁ ହେଉଛନ୍ତି ଲୋକେ ।

Continue Readingରାଜ୍ୟରେ ଅସହ୍ୟ ଗରମ, ସାଢ଼େ ୧୧ରେ ଭୁବନେଶ୍ବର ତାପମାତ୍ରା ୪୦ ଡିଗ୍ରୀ ପାର୍

ରାଜ୍ୟରେ କଲବଲ କରୁଛି ତାତି: ସବୁଠୁ ଉତ୍ତପ୍ତ ସହର ଭୁବନେଶ୍ୱର

  • Post category:ଓଡିଶା
  • Reading time:1 mins read

ରାଜ୍ୟରେ କଲବଲ କରୁଛି ତାତି । ଦିନ ସାଢ଼େ ୨ଟା ସୁଦ୍ଧା ୪୧.୯ ଡିଗ୍ରୀ ତାପମାତ୍ରା ସହ ସବୁଠୁ ତତଲା ସହର ପାଲଟିଛି ରାଜଧାନୀ ଭୁବନେଶ୍ୱର । ୬ଟି ସହରର ତାପମାତ୍ରା ୪୦ ଡିଗ୍ରୀ ଏବଂ ତାଠୁ ଅଧିକ ରହିଛି ।

Continue Readingରାଜ୍ୟରେ କଲବଲ କରୁଛି ତାତି: ସବୁଠୁ ଉତ୍ତପ୍ତ ସହର ଭୁବନେଶ୍ୱର

ଆଜି ପବିତ୍ର ଅଶୋକାଷ୍ଟମୀ: ଅପରାହ୍ନ ୩:୩୦ରେ ରଥ ଟଣା ଆରମ୍ଭ

ଆଜି ପବିତ୍ର ଅଶୋକାଷ୍ଟମୀ ।  ଏନେଇ ଚଳଚଞ୍ଚଳ ପ୍ରଭୁ ଲିଙ୍ଗରାଜଙ୍କ ପୀଠ। ଶ୍ରୀଲିଙ୍ଗରାଜଙ୍କର ପ୍ରସିଦ୍ଧ ରୁକୁଣା ରଥଯାତ୍ରା ନୀତିକାନ୍ତି ଆଜି ସକାଳ ୫ ଟାରୁ ଆରମ୍ଭ ହୋଇଛି।

Continue Readingଆଜି ପବିତ୍ର ଅଶୋକାଷ୍ଟମୀ: ଅପରାହ୍ନ ୩:୩୦ରେ ରଥ ଟଣା ଆରମ୍ଭ

ଆଜି ରାଜଧାନୀ ଭୁବନେଶ୍ୱରର ୭୬ତମ ପ୍ରତିଷ୍ଠା ଦିବସ 

  • Post category:ଓଡିଶା
  • Reading time:1 mins read

ଆଜି ରାଜଧାନୀ ଭୁବନେଶ୍ୱରର ୭୬ତମ ପ୍ରତିଷ୍ଠା ଦିବସ । ୧୯୪୮ ମସିହା ଏପ୍ରିଲ ୧୩ ତାରିଖରେ ଓଡ଼ିଶାର ରାଜଧାନୀ ହୋଇଥିଲା ଭୁବନେଶ୍ୱର ।

Continue Readingଆଜି ରାଜଧାନୀ ଭୁବନେଶ୍ୱରର ୭୬ତମ ପ୍ରତିଷ୍ଠା ଦିବସ