କ୍ୟାନ୍ସର ପୀଡ଼ିତ ଶିଶୁଙ୍କ ପାଇଁ ହସ୍ପିଟାଲ୍, ବ୍ୟୟ ଅଟକଳ ୨୭୦ କୋଟି

  • Post category:ଓଡିଶା
  • Reading time:1 mins read

ଭୁବନେଶ୍ୱର(ଏଏନ୍ଏସ): ଏବେ କ୍ୟାନସର ପୀଡିତ ଶିଶୁଙ୍କ ଚିକିତ୍ସା ସୁରୁଖୁରୁରେ ହୋଇପାରିବ। ଏଥିପାଇଁ ବାପା ମାଆଙ୍କୁ ଆଉ ସମସ୍ୟା ଭୋଗିବାକୁ ପଡ଼ିବନି। ରାଜ୍ୟ ସରକାର ଏନେଇ ଶୁକ୍ରବାର ଏକ ଗୁରୁତ୍ଵପୂର୍ଣ୍ଣ ଘୋଷଣା କରିଛନ୍ତି। ଟାଟା ମେମୋରି ଆଲ୍ ସେଣ୍ଟରକୁ ଚିଠି ଲେଖି ଜଟଣୀରେ…

Continue Readingକ୍ୟାନ୍ସର ପୀଡ଼ିତ ଶିଶୁଙ୍କ ପାଇଁ ହସ୍ପିଟାଲ୍, ବ୍ୟୟ ଅଟକଳ ୨୭୦ କୋଟି