ଅଜଣା ଯୁବକର ଛୁରାମାଡ଼ରେ ନାବାଳକ ମୃତ

  • Post category:ଅପରାଧ
  • Reading time:1 mins read

ଖୋର୍ଦ୍ଧା ଜିଲ୍ଲା ଜଟଣୀରେ ଆଜି ଏକ ଆଶ୍ଚର୍ଯ୍ୟଚନିକ ଘଟଣା ଅଞ୍ଚଳବାସୀଙ୍କୁ ସ୍ତବ୍ଧ କରିଛି। ଜଟଣୀ ଥାନା ଅନ୍ତର୍ଗତ ବେଣାପଞ୍ଜରୀ ଗଡ଼ସାହି ଗାଁରେ ଜଣେ ଅଜଣା ବ୍ୟକ୍ତିର ଛୁରାମାଡ଼ରେ ଏକ ନାବାଳକର ମୃତ୍ୟୁ ହୋଇଛି। ମନୋଜ ପାଲଟସିଂଙ୍କ ପୁଅ ଶୁଭମ ପାଲଟସିଂ ଘରେ ପଢୁଥିବା ବେଳେ ଜଣେ ଅଜଣା ବ୍ୟକ୍ତି ଘର ଭିତରେ ପଶି ଏକ ଛୁରୀରେ ଶୁଭମଙ୍କ ପେଟ, ବେକ ଓ ଛାତିକୁ ଆକ୍ରମଣ କରି ଘଟଣାସ୍ଥଳରୁ ଫେରାର ହୋଇଥିଲେ। ପରିବାର ଲୋକେ ନାବାଳକକୁ ଘଟଣାସ୍ଥଳରୁ ଉଦ୍ଧାର କରି ଖୋର୍ଦ୍ଧା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ ମଧ୍ୟ ଡାକ୍ତର ମନୋଜଙ୍କୁ ମୃତ ଘୋଷଣା କରିଥିଲେ। 

Continue Readingଅଜଣା ଯୁବକର ଛୁରାମାଡ଼ରେ ନାବାଳକ ମୃତ

କୋଚିଂ ସେଂଟରରେ ଛାତ୍ରୀଙ୍କ ଭବିଷ୍ୟତ ସହ ଖେଳୁଥିଲେ ଶିକ୍ଷକ । ଧରାପଡିବା ପରେ ଦେଲେ ଧର୍ମର ଦ୍ବାହି

ବାଲେଶ୍ବର : କୋଚିଂ ସେଂଟରରେ ଛାତ୍ରୀଙ୍କୁ ଦୁର୍ବ୍ୟବହାର ପ୍ରଦର୍ଶନ କରୁଥିଲେ ଶିକ୍ଷକ । ଏପରିକି ଛାତ୍ରୀମାନଙ୍କୁ ଗୀତା ଛୁଆଁଇ ଶପଥ କରାଇ ସେମାନଙ୍କ ଭାବନା ସହ ଖେଳୁଥିଲେ । ଶିକ୍ଷକଙ୍କ ନିର୍ଯ୍ୟାତନା ଅସହ୍ୟ ହେବାରୁ ଛାତ୍ରୀମାନେ ନିଜ ନିଜ ଭିତରେ କଥା…

Continue Readingକୋଚିଂ ସେଂଟରରେ ଛାତ୍ରୀଙ୍କ ଭବିଷ୍ୟତ ସହ ଖେଳୁଥିଲେ ଶିକ୍ଷକ । ଧରାପଡିବା ପରେ ଦେଲେ ଧର୍ମର ଦ୍ବାହି

ସୋସିଆଲ ମିଡିଆରେ ଫଲୋର୍ସକୁ ନେଇ ହତ୍ୟା

  • Post category:ଅପରାଧ
  • Reading time:1 mins read

ନୂଆଦିଲ୍ଲୀ(୭.୧୦.୨୨) : ଦିଲ୍ଲୀର ଉତ୍ତର ବାହାରି ଅଞ୍ଚଳରେ ଜଣେ ଯୁବକଙ୍କୁ ହତ୍ୟା କରାଯାଇଛି । ତେବେ ଏହି ଘଟଣାର ଖୁଲାସା ହୋଇଛି । ଏହି ଘଟଣାରେ ଜଣେ ନା ବାଳିକା ସମ୍ପୃକ୍ତ ଥିବା ପୋଲିସ କହିଛି । ତେବେ ସେହି ନା…

Continue Readingସୋସିଆଲ ମିଡିଆରେ ଫଲୋର୍ସକୁ ନେଇ ହତ୍ୟା